ଲାଇଫ୍ ଷ୍ଟାଇଲ୍

ଖରାଦିନେ ପାଣିରେ ଭିଜେଇ ଖାଆନ୍ତୁ କଞ୍ଚା ବାଦାମ; ଏସିଡିଟି, ମୋଟାପଣ ଦୂର ହେବା ସହିତ ଡାଇବେଟିସ୍‌ ବି ରହିବ ନିୟନ୍ତ୍ରିତ

ବାଦାମ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍‌ ବି, ବି୧, ବି୩, ବି୯ ଏବଂ ମିନେରାଲ, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଓ କପର୍‌ ଭରପୂର ମାତ୍ରାରେ ରହିଛି। ଏତିକି ନୁହେଁ, ବାଦାମକୁ ମୋନୋ ଏବଂ ପଲିଅନସ୍ୟାଚୁରେଟେଡ୍‌ ଫ୍ୟାଟ୍ସର ଭଲ ସ୍ରୋତ ମଧ୍ୟ କୁହାଯାଇଥାଏ। ଏଥିରେ କମ୍‌ କାର୍ବୋହାଇଡ୍ରେଟସ୍‌ ଏବଂ ଅଧିକ ପ୍ରୋଟିନ ରହିଛି। ଯଦି ଆପଣ କଞ୍ଚା ବାଦାମକୁ ପାଣିରେ ଭିଜେଇ ଖାଇବେ, ତ ଏହାର ଫାଇଦା ଆହୁରି ବଢ଼ିଯିବ। ଆଜି ଆମେ କହିବୁ ଭିଜା ବାଦାମ ଖାଇଲେ କ’ଣ ସବୁ ଫାଇଦା ମିଳିଥାଏ।

-ଏସିଡିଟି ସମସ୍ୟା ଥିଲେ, ଆପଣଙ୍କ ପାଇଁ ଭିଜା କଞ୍ଚା ବାଦାମର ସେବନ ଫାଇଦାଯୁକ୍ତ ହୋଇପାରେ। କାରଣ, ଏଥିରେ ଥିବା ପୋଟାସିୟମ୍‌, କପର୍‌, କ୍ୟାଲ୍‌ସିୟମ, ମାଙ୍ଗାନିଜ୍‌ ଓ ଆଇରନ ପେଟ ସହ ଜଡ଼ିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।

-ଭିଜା ହୋଇଥିବା କଞ୍ଚା ବାଦାମ ଖାଇଲେ ଡାଇବେଟିସ୍‌ ସମସ୍ୟାକୁ କଣ୍ଟ୍ରୋଲ କରାଯାଇ ପାରିବ। ଖରାଦିନେ ଭିଜା ବାଦାମ ସେବନ ଦ୍ୱାରା ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରିତ ରଖାଯାଇ ପାରିବ।

-ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି, ତ ପାଣିରେ ବାଦାମ ଭିଜେଇ ଖାଆନ୍ତୁ। ଏହା ଆଇରନରେ ଭରପୂର ହୋଇଥାଏ, ଯାହା ରକ୍ତ ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ।

-ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତ ଭିଜା ବାଦାମ ଆପଣଙ୍କ ପାଇଁ ଭଲ ଅପଶନ ହୋଇପାରେ। ଏଥିରେ କାର୍ବୋହାଇଡ୍ରେଟସ୍‌ ଭରପୂର ମାତ୍ରାରେ ରହିଛି। ଭିଜା ବାଦାମକୁ ସକାଳ ଜଳଖିଆରେ ଖାଇଲେ ଓଜନ ହ୍ରାସ ହୋଇପାରେ।

-ଏଥିରେ ପ୍ରୋଟିନ ରହିଛି। ଯଦି ଆପଣ ମସଲ୍ସ ବଢ଼ାଇବାକୁ ଚାହାଁନ୍ତି, ତ ନିଜ ଡାଏଟ୍‌ରେ ଭିଜା ବାଦାମ ସାମିଲ କରନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ ମସଲ୍ସ ବନାଇବାରେ ସାହାଯ୍ୟ କରିଥାଏ।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

5 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

5 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

9 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

32 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

40 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

46 mins ago