ଏବେ ଆଉ ଘଣ୍ଟେ ଅପେକ୍ଷା କରିବାକୁ ପଡିବନି ଦୋଷା ଖାଇବାକୁ, ମିନିଟ ମଧ୍ୟରେ ପ୍ରସ୍ତୁତ କରନ୍ତୁ କ୍ରିସପି ଦୋଷା

ଆପଣ ସବୁବେଳ ଦେଖିଥିବେ ଯେ ଘରେ ଏଥିପାଇଁ ଦୋଷା ହୋଇନଥାଏ କାରଣ ଏହା ପାଇଁ ଆମକୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥାଏ। ଏହାକୁ ତିଆରି କରିବା ପାଇଁ ବହୁତ ସମୟ ପର୍ଯ୍ୟନ୍ତ ତାର ଘୋଳ ତିଆରି କରିବାକୁ ପଡିଥାଏ। କିନ୍ତୁ ଏବେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ କାରଣ ଆଜି ଆମେ ଆପଣଙ୍କୁ କ୍ରିସପି ଦୋଷା ବନାଇବାର ରେସିପି ନେଇ ଆସିଛୁ। ଯାହା ସାହାଯ୍ୟରେ ଆପଣଙ୍କର ଦୋଷା ଖାଇବାର ଇଚ୍ଛା ମିନିଟ ମଧ୍ୟରେ ପୂରା ହେବ। ତେବେ ଆସନ୍ତୁ ଜାଣିବା ଏହାର ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

-ଏକ କପ୍ ସୁଜି

-୨ କପ୍ ଚାଉଳ ଗୁଣ୍ଡ

-ଲୁଣ ସ୍ବାଦାନୁସାରେ

-ଗୋଟିଏ ଚାମଚ ଲାଲ ଲଙ୍କା ପାଉଡର

-ଆବଶ୍ୟକ ଅନୁସାରେ ପାଣି

-ଏକ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ

-ସୁଜି ଏବଂ ଚାଉଳର ଗୁଣ୍ଡରେ ଲୁଣ ଏବଂ ଲାଲ ଲଙ୍କା ପାଉଡର ମିଶାଇ ଭଲଭାବେ ଗୋଳାଇ ଘୋଳ ପ୍ରସ୍ତୁତ କରନ୍ତୁ।
ଧୀମା ଆଞ୍ଚରେ ଗୋଟିଏ ନନ୍ ଷ୍ଟିକ୍ ପ୍ୟାନ ରଖନ୍ତୁ ଏବଂ ଏଥିରେ ତେଲର କିଛି ବୁନ୍ଦା ପକାନ୍ତୁ।

-ତେଲ ଗରମ ହେବା ପରେ ଏକ ଛୋଟ ପାତ୍ରରେ ଘୋଳକୁ ପକାଇ ଚାରି ଆଡକୁ ମେଲାଇ ଦିଅନ୍ତୁ। ଏବେ ତାକୁ ୨-୩ ମିନିଟ ପର‌୍ୟ୍ୟନ୍ତ ଢ଼ାଙ୍କି ରଖନ୍ତୁ।

-କିଛି ସମୟ ପରେ ଢ଼ାଙ୍କଣା ବାହାର କରି ଦୋଷାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖକ ଭଲଭାବେ ସେକି ଦିଅନ୍ତୁ।

-ଏବେ ଗୋଟିଏ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର କ୍ରିସପି ଦୋଷା ପ୍ରସ୍ତୁତ ହୋଇଯାଇଛି।

-ଏହାକୁ ନଡିଆ କିମ୍ବା ଟମାଟୋ ଚଟଣୀ ସହିତ ପରଷନ୍ତୁ।

Pritiparna

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

2 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

2 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

2 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

3 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

3 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

3 hours ago