ମେକଅପ୍‌ ଲଗାଇ ଜିମ୍‌ ଯାଉଥିବା ଯୁବତୀ ଥରେ ନିଶ୍ଚୟ ପଢ଼ନ୍ତୁ ଏହି ଜରୁରୀ ତଥ୍ୟ

ବହୁତ ଯୁବତୀ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ମେକଅପ କରନ୍ତି। କିନ୍ତୁ କଣ ଆପଣ ଜିମ ଗଲାବେେଳେ ମେକଅପ୍‌ ହୋଇ ଯାଉଛନ୍ତି। ତାହାଲେ ହୋଇଯାନ୍ତୁ ସାବଧାନ। ଆପଣ ସେଣିକି ହାଲକା ବ୍ୟାୟାମ କିମ୍ବା ଓ୍ଵାର୍କ ଆଉଟ୍‌ କରନ୍ତୁ ଏହି ସମୟରେ ମେକଅପ ରହିବା ଆପଣଙ୍କ ତ୍ୱଚା ପାଇଁ ଭାରୀ ପଡିଥାଏ। ମେକଅପରେ ଭରି ରହିଥିବା ଚେହେରା ସହିତ ଓ୍ଵାର୍କଆଉଟ୍‌ କରିବା ଭଲ କଥା ହୋଇନଥାଏ। ଆଗକୁ ଯେତେବେଳେ ଆପଣ ଜିମ ଯିବାକୁ ବାହାରିଛନ୍ତି ଏବଂ ମେକଅପ୍‌ କରିବାକୁ ଯାଉଛନ୍ତି ତେବେ ଏହି କଥାକୁ ନିଶ୍ଚୟ ଭାବିବେ। କାହିଁକିନା ଆଜି ଆମେ ଆପଣଙ୍କୁ ଏହାର ଚାରୋଟି କାରଣ ଜଣାଇବୁ ଯାହା ଜିମ ଯିବା ପୂର୍ବରୁ ଜାଣିବା ଦରକାର।

ଝାଳ ଏବଂ ବ୍ୟାକ୍ଟେରିଆ ସହିତ ଆପଣଙ୍କ ଚେହେରା ବ୍ୟାକ୍ଟେରିୟାକୁ ଅଧିକ ପ୍ରଭାବିତ କରିପାରେ କାରଣ ମେକଅପ୍‌ ସହଜରେ ବ୍ୟାକ୍ଟରିଆକୁ ଆକର୍ଷିତ କରିପାରେ। ଓ୍ଵାର୍କଆଉଟ କରିବା ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଏକ ଭଲ ଉପାୟ ହୋଇଥାଏ ଏବଂ ମେକଅପବିଷାକ୍ତ ପଦାର୍ଥକୁ ବାହାର କରିବାରେ ରୋକିଥାଏ।

ଏହାସହ ପଢନ୍ତୁ : କେଶ ବିଷୟରେ ଏହି ଅଜଣା କଥା ଯାହାକୁ ପୂର୍ବରୁ ଜାଣିନଥିବେ ଆପଣ, ବଦଳିଥାଏ ପ୍ରତି ଛଅ ମାସରେ

ବ୍ରଣ ଏବଂ ଛିଦ୍ରକୁ ଓ୍ଵାର୍କଆଉଟ ଦ୍ୱାରା ଭଲ କରିହେବ। କିନ୍ତୁ ବଡ ଛିଦ୍ର ସବୁବେଳେ କ୍ଷତିକାରକ ହୋଇଥାଏ। ଓ୍ଵାକ୍ରଆଉଟ୍‌ କରିବା ଦ୍ୱାରା ଲୋମ ମୂଳ ଖୋଲିଥାଏ ଏବଂ ଏମିତିରେ ଯଦି ସେଥିରେ ମେକଅପ୍‌ ପଶିଯାଏ ତେବେ ଏହି ସମୟରେ ଆପଣଙ୍କ ତ୍ୱଚାରେ ରହିଥିବା ଛିଦ୍ର ଆହୁରି ବଡ ହୋଇଯାଏ।

ଯଦି ଆପଣଙ୍କ ତ୍ୱଚା ସେନସିଟିଭ୍‌ ହୋଇଥାଏ ତେବେ ଆପଣଙ୍କୁ ବ୍ୟାୟାମ କରିବା ସମୟରେ ମେକଅପ୍‌ ଠାରୁ ଦୂରେଇ ରହିବା ଉଚିତ। କାରଣ ଏହା ତ୍ୱଚାରେ ଜଳନ ସ୍ରୁଷ୍ଟି କରିଥାଏ।

Pritiparna

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

37 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

43 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago