ଲାଇଫ୍ ଷ୍ଟାଇଲ୍

ଶରୀରର ସବୁ ସମସ୍ୟା ଦୂର କରିବ ହଳାସନ, ଜାଣନ୍ତୁ ଏହାକୁ କରିବାର ବିଧି ଏବଂ ଫାଇଦା

ସାରା ବିଶ୍ୱରେ ଏବେ କରୋନା ମହାମାରୀକୁ ନେଇ ହାହାକାର। ଶରୀରର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ କରୋନା ଭାଇରସ ଆକ୍ରାନ୍ତ କରିଥାଏ। ତେଣୁ କରୋନାରୁ ବଞ୍ଚିବା ପାଇଁ ଯୋଗ ନିତାନ୍ତ ଆବଶ୍ୟକ। ଯୋଗର ଅନେକ ପ୍ରକାର ଆସନ ରହିଛି। ଯାହାକୁ କରିବା ଦ୍ୱାରା କରୋନା ତ ପାଖ ମଡିବନି କିନ୍ତୁ ଏହାସହ ଅନେକ ପ୍ରକାର ରୋଗ ଦୂର ହୋଇଥାଏ।

ହଳାସନ: ଏହି ଆସନ କରିବା ପାଇଁ ପ୍ରଥମେ ସିଧା ହୋଇ ଶୋଇପଡନ୍ତୁ। ତା’ ପରେ ଧୀରେ ଧୀରେ ଗୋଡକୁ ଉପରକୁ ଟେକି ମୁଣ୍ଡ ପାଖକୁ ନିଅନ୍ତୁ। କହୁଣୀକୁ ତଳେ ଚଟାଣରେ ରଖି ନିଶ୍ୱାସ ଧୀରେ ଧୀରେ ନିଅନ୍ତୁ ଏବଂ ଛାଡନ୍ତୁ। ଏପରି ମୁଦ୍ରାରେ ୬୦ରୁ ୯୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ ପୁଣି ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିଆସନ୍ତୁ। ନିଜର କ୍ଷମତା ମୁତାବକ, ଧୀରେ ଧୀରେ ସମୟ ବଢାନ୍ତୁ।

ହଳାସନ କରିବାର ଫାଇଦା :

– ମସ୍ତିଷ୍କକୁ ଶାନ୍ତ ରଖିଥାଏ।

– ପେଟର ବିଭିନ୍ନ ଅଙ୍ଗ ଏବଂ ଥାଇରଏଡ ଗ୍ରନ୍ଥିକୁ ଉତ୍ତେଜିତ କରିଥାଏ।
– କାନ୍ଧ ଏବଂ ମେରୁଦଣ୍ଡ ହାଡକ ୁ ସଂପ୍ରସାରିତ କରିଥାଏ।
– ଚିନ୍ତା ଏବଂ ଥକ୍କାପଣ କମ୍‌ କରିଥାଏ।
– ପିଠି ଦରଜ, ମୁଣ୍ଡ ବିନ୍ଧା, ନିସନ୍ତାନ ଦୋଷ, ଅନିଦ୍ରା ଏବଂ ସାଇନସାଇଟିସ ଦୂର କରେ।

Swagatika

Recent Posts

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

3 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

8 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

11 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

23 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

42 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

45 mins ago