ଲାଇଫ୍ ଷ୍ଟାଇଲ୍

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇବା ପାଇଁ ଘରେ ବନାନ୍ତୁ ଖୁଆ ଭୋଗ

ଆସନ୍ତାକାଲି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ । ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇବା ପାଇଁ ଘରେ ଏମିତି ବନାନ୍ତୁ ଖୁଆ ଭୋଗ । ଖୁଆ ବହୁ ପ୍ରକାଣ ତିଆରି କରାଯାଏ । ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ବିଧି ।

ପ୍ରସ୍ତୁତ ସାମଗ୍ରୀ :

. ୧ କିଲୋ ଚିନି

. ୧୦୦ ଗ୍ରାମ ଲହୁଣୀ

. ୨୦୦ ଗ୍ରାମ ବାଦାମ

. ୧୦୦ ଗ୍ରାମ କିଶ୍‌ମିଶ୍‌

. ୫୦ ଗ୍ରାମ ପିଷ୍ଟା ବାଦାମ

. ୨୫ ଗ୍ରାମ ଖସଖସ୍‌

. ୨୦୦ ଗ୍ରାମ ଶୁଖିଲା ନଡ଼ିଆ

. ୨୦୦ ଗ୍ରାମ କାଜୁ

. ୨ ଚାମଚ ଅଳେଇଚ ପାଉଡର

. ଘିଅ

ପ୍ରସ୍ତୁତି ବିଧି :

ଗୋଟିଏ ପାତ୍ରରେ ସବୁ ସାମଗ୍ରୀକୁ ମିଶାଇ ଗୁଣ୍ଡ କରି ଦିଅନ୍ତୁ । ପରେ ଏକ ପ୍ୟାନରେ ଚିନି ଓ ପାଣି ମିଶାଇ ସିରା ତିଆରି କରନ୍ତୁ । ଏବେ ଏଥିରେ ଅଳେଇଚ ଗୁଣ୍ଡ ମିଶାଇ ଦିଅନ୍ତୁ । ଏବେ ଏଥିରେ ଗୁଣ୍ଡ ହୋଇ ଥିବା ସବୁ ସାମଗ୍ରୀକୁ ମିଶାଇ ଦିଅନ୍ତୁ । ଏବେ ଏକ ପ୍ଲେଟରେ ଘିଅ ନେଇ ଏହି ସାମଗ୍ରୀକୁ କାଢ଼ି ଦିଅନ୍ତୁ । ଏବେ ଏହାକୁ ଭଲ ଭାବେ ମିଶାଇ ପିସ୍‌ ପିସ କରି କାଟି ଦିଅନ୍ତୁ । ଏବେ ହୋଇଗଲା ଆପଣଙ୍କ ଖୁଆ ତିଆରି ।

Niharanjan

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 min ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 min ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

19 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

19 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

23 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

46 mins ago