ଲାଇଫ୍ ଷ୍ଟାଇଲ୍

ICMR କ୍ଷୀର ଚାକୁ ସବୁଠାରୁ ବିପଜ୍ଜନକ ବୋଲି କହିଛି, ଜାଣନ୍ତୁ କେଉଁ ଚା ପିଇବା ଉଚିତ୍ ?

ଆପଣ ପ୍ରତିଦିନ ସକାଳେ ଉଠିବା ମାତ୍ରେ ଚା ଏବଂ କଫି ପିଉଛନ୍ତି କି ? ଯଦି ହଁ ତାହେଲେ ଆପଣଙ୍କୁ ଚା ପିଇବାକୁ ନମି, ଆପଣଙ୍କ ମୁଡ୍‌ ଖରାପ ହୋଇଯାଉଛି କି ? ଯଦି ଆପଣଙ୍କ ସହ ଏହା ହେଉଛି, ତେବେ ଆପଣଙ୍କୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ରିପୋର୍ଟ ପଢିବା ଉଚିତ । ତେବେ ICMR ର ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, କାରଣ କେବଳ ଆପଣ ନୁହଁନ୍ତି ଦେଶର ବହୁତ ଲୋକ କ୍ଷୀର ଚାକୁ ପସନ୍ଦ କରନ୍ତି । କିଛି ଲୋକ ଅଛନ୍ତି ସକାଳ, ଅପରାହ୍ନ ଏବଂ ସନ୍ଧ୍ୟାରେ ଚା ପିଅନ୍ତି । କିନ୍ତୁ ଏହାର ବର୍ତ୍ତମାନା ରିପୋର୍ଟ ଅନୁସାରେ ଏହି କ୍ଷୀର ଚା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ବୋଲି କୁହାଯାଇଛି ।

କ୍ଷୀର ଚା ଏବଂ କଫି ସ୍ୱାସ୍ଥ୍ୟ ବିପଜ୍ଜନକ :
ICMR ର ନୂଆ ଅଧ୍ୟୟନ ଅନୁଯାୟୀ, ଯଦି ଆପଣ କ୍ଷୀରରେ ତିଆରି ଚା କିମ୍ବା କଫି ପିଉଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ରିପୋର୍ଟ ଅନୁଯାୟୀ, କ୍ଷୀର ଚା କିମ୍ବା କଫି ସ୍ନାୟୁ ପ୍ରଣାଳୀକୁ କ୍ଷତି ପହଞ୍ଚାଉଛି । ଆହୁରି ମଧ୍ୟ, ଯଦି ଆପଣ ଖାଇବା ପୂର୍ବରୁ କିମ୍ବା ପରେ ଚା କିମ୍ବା କଫି ପିଉଛନ୍ତି । ତେବେ ଏହା ହାଇ ବ୍ଲଡ ପ୍ରେସର କାରଣ ହୋଇପାରେ । ଖାଇବା ପୂର୍ବରୁ କିମ୍ବା ପରେ ଚା ’ପିଇବା ଦ୍ୱାରା ହାର୍ଟ ଆଟକର ଆଶଙ୍କା ମଧ୍ୟ ବଢିପାରେ ।

ଜାଣନ୍ତୁ କ୍ଷୀର ଚା ବଦଳରେ କ’ଣ ପିଇବା ଉଚିତ୍ ?
ଅଧିକାଂଶ ଲୋକଙ୍କ ସକାଳ ଚା ବିନା ଦିନଟି ଅସମ୍ପୂର୍ଣ୍ଣ ହୋଇଥାଏ । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବ୍ରେକ୍‌ଫାଷ୍ଟ, ଲଞ୍ଚ୍‌ ଏବଂ ଡିନର୍‌ ପରେ ମଧ୍ୟ ଚା ଏବଂ କଫି ପିଇବାକୁ ପସନ୍ଦ କରନ୍ତି । ଏପରି ଲୋକଙ୍କୁ ICMR ଦ୍ୱାରା କ୍ଷୀର ବିନା କଳା ଚା କିମ୍ବା କଫି ପିଇବାକୁ ପରାମର୍ଶ ଦିଆଯାଇଛି ।

କ୍ଷୀର ଚା ହେଉଛି ଏହି ରୋଗର କାରଣ :
ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ଆପଣ କ୍ଷୀର ବିନା ଚା ପିଅନ୍ତି, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କ୍ଷୀର ବିନା ଚା ଏବଂ କଫି ପିଇବା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ହୋଇଥାଏ । ଏହାଦ୍ୱାରା ହାର୍ଟ ରୋଗ ଏବଂ ପେଟ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟ କମିପାରେ । ରିପୋର୍ଟରେ ଦର୍ଶାଯାଇଛି ଯେ ଯେତେବେଳେ ଆମେ କଫିନ୍ ଧାରଣ କରିଥିବା ଜିନିଷ ଖାଇଥାଉ, ଏଥିରେ ଥିବା ଟେନିନ୍ ଆମ ଶରୀରରେ ଆଇରନ୍‌ ଅବଶୋଷଣରେ ବାଧା ସୃଷ୍ଟି କରିଥାଏ । ଏହା ଦ୍ୱାରା ଶରୀରରେ ଆଇରନ୍‌ ଅଭାବର କାରଣ ହୋଇପାରେ । ଏହି ସମସ୍ୟା ଏନିମିୟା ଆଶଙ୍କା ସୃଷ୍ଟି କରେ ।

ସେଥିପାଇଁ ଯଦି ଆପଣ ମଧ୍ୟ କ୍ଷୀର ଚା ପସନ୍ଦ କରନ୍ତି, ତାହେଲେ ଆପଣ ଏହି ଚା ପିଇବା ବନ୍ଦ କରନ୍ତୁ । ନଚେତ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହା କେବଳ ଆପଣଙ୍କୁ ସୁସ୍ଥ ରଖିବ ନାହିଁ ବରଂ ଅନେକ ଗମ୍ଭୀର ରୋଗର ବିପଦକୁ ମଧ୍ୟ ଏଡ଼େଇ ଦେଇପାରେ ।

D Sonali

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

3 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

14 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

27 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

30 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

50 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago