ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରାୟତଃ ସବୁ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ଉପଯୋଗ କରି ଆପଣ ନିଜ ଓଜନକୁ ମଧ୍ୟ ଜଲଦି ବଢ଼ାଇ ପାରିବେ। ଯଦି ଆପଣ ଓଜନ ବଢ଼ାଇବା ପାଇଁ ଅନେକ ପ୍ରକାର ଟିପ୍ସ ଆପଣାଇ ଥକି ଯାଇଛନ୍ତି, ତା’ହେଲେ ଏହି ଟିପ୍ସ ଆପଣଙ୍କ ଓଜନକୁ ଶତ ପ୍ରତିଶତ ବଢ଼ାଇବ। ଏଥିପାଇଁ କ୍ଷୀର ଏବଂ ଅଶ୍ୱଗନ୍ଧା ସେବନ କରିବାକୁ ହେବ। ଆସନ୍ତୁ ଜାଣିବା, କ୍ଷୀର ଏବଂ ଅଶ୍ୱଗନ୍ଧା କିଭଳି ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ।
ଯେଉଁ ପୁଅ, ଝିଅ ଅଶ୍ୱଗନ୍ଧା ଦ୍ୱାରା ନିଜ ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ଅଶ୍ୱଗନ୍ଧାକୁ କ୍ଷୀର ସହିତ ସେବନ କରିବା ଦରକାର। ଏହାଛଡ଼ା ଅଧିକ ଖାଇବା ପିଇବା, ନିୟମିତ ବ୍ୟାୟାମ କରିବା ଜରୁରୀ। ଏହା ଆପଣଙ୍କ ଭୋକ ବଢ଼ାଇବା, ହରମୋନକୁ ସନ୍ତୁଳନରେ ରଖିବା ଏବଂ ହଜମ ପ୍ରକ୍ରିୟାକୁ ଠିକ୍ ରଖିବ।
ଏହାସହ ପଢ଼ନ୍ତୁ: ଦୁର୍ଗନ୍ଧ ଦୂର କରି ଏମିତି ମହକାନ୍ତୁ ଘରର ସବୁ କୋଣ
ଏକ ଚାମଚ ଅଶ୍ୱଗନ୍ଧା ପାଉଡରକୁ ସକାଳେ ଏବଂ ସନ୍ଧ୍ୟାରେ ଦିନକୁ ଦୁଇଥର ଗୋଟିଏ ଗ୍ଲାସ୍ ଗରମ କ୍ଷୀରରେ ସେବନ କରନ୍ତୁ। ଏହାସହ ନିଜର ପ୍ରତିଦିନର କ୍ୟାଲୋରୀ ମାତ୍ରାକୁ ମଧ୍ୟ ବଢ଼ାନ୍ତୁ। ଏପରି କଲେ, ଆପଣଙ୍କ ଓଜନ ଏକ ମାସରେ ହିଁ ୩ରୁ ୪ କିଲୋ ପଯ୍ୟର୍ନ୍ତ ବଢ଼ିଯିବ। କିନ୍ତୁ ଏହାସହିତ ଆପଣ ବ୍ୟାୟାମ କରିବା ବି ଜରୁରୀ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…