ନବରାତ୍ରୀ ବ୍ରତରେ ପିଅନ୍ତୁ ଏହି ସ୍ମୁଦୀ, ଦିନଯାକ ରଖିବ ସତେଜ

ଆଗକୁ ଆସୁଛି ନବରାତ୍ରୀ । ସମସ୍ତେ ମା ଦୁର୍ଗାଙ୍କ ଆରଧାନ କରିବା ସହ ଉପାସ, ବ୍ରତ ମଧ୍ୟ କରିଥାନ୍ତି। ନବରାତ୍ରୀରେ ମାଙ୍କ ବ୍ରତ ନଅ ଦିନ ପର୍ଯ୍ୟନ୍ତ କରାଯାଏ। ଏହି ଦିନରେ ବ୍ରତ ଉପାସ କରିବା ଯୋଗୁଁ ଦୁର୍ବଳତା ଲାଗିଥାଏ। ଏହି ସମୟରେ କିଛି ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା ଉଚିତ। ଯଦି ଆପଣ ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ଫଳରେ ପ୍ରସ୍ତୁତ ସ୍ମୁଦୀ ଆପଣଙ୍କୁ ସୁସ୍ଥ ରଖିବ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ସ୍ମୁଦୀ ।

ଆବଶ୍ୟକୀୟ ସାମଗ୍ରୀ :

ଗୋଟେ କିଓ୍ଵିକୁ ଛୋଟ ଛୋଟ କରି କଟା ହୋଇଥିବା, ଦୁଇରୁ ତିନୋଟି ଅମୃତଭଣ୍ଡା ପିସ୍‌, ଦୁଇ ଖଣ୍ଡ ତରଭୁଜ, ଅଳ୍ପ ଅଙ୍ଗୁର, ଖଣ୍ଡେ ପ୍ଲମ୍‌, ଏକ ଗ୍ଲାସ କ୍ଷୀର, ଚାରିରୁ ପାଞ୍ଚଟି ବାଦାମ ଏବଂ ଏକ ଚାମଚ ମହୁ । ଆପଣ ଯଦି ଚାହିଁବେ ଆପଣଙ୍କ ପସନ୍ଦିତା ଅନ୍ୟ କୌଣସି ଫଳ ମିଶାଇ ପାରିବେ।

ଏହାସହ ପଢ଼ନ୍ତୁ ; କହୁଣୀ କଳାଦାଗ ପାଇଁ ଚିନ୍ତିତ ରହୁଛନ୍ତି କି ? ବ୍ୟବହାର କରନ୍ତୁ ହୋମମେଡ ପ୍ୟାକ୍‌ ଦୂର ହେବ ଦାଗ

ପ୍ରସ୍ତୁତି ପ୍ରଣାଳୀ :

ସବୁ ଫଳକୁ ଛୋଟ ଛୋଟ କରି କାଟି ବାଦାମ ମିଶାଇ ବ୍ଲେଣ୍ଡରେ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏଥିରେ କ୍ଷୀର ଏବଂ ମହୁ ମିଶାଇ ପୁଣି ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। କିଛି ସମୟ ଫ୍ରିଜରେ ରଖିବା ପରେ ଥଣ୍ଡା ଥଣ୍ଡା ପିଅନ୍ତୁ।

Swagatika

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

3 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

15 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

25 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

28 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago