Navaratri puja

ନବରାତ୍ରି ତୃତୀୟ ଦିନ : ମା’ ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ ଦିନ, ଜାଣନ୍ତୁ ଶୁଭ ମୁହୂର୍ତ୍ତ, ପୂଜା ବିଧି

ହିନ୍ଦୁ ଧର୍ମରେ ଶକ୍ତି ଆରାଧନା ପାଇଁ ନବରାତ୍ରିର ୯ ଦିନ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ମନରେ ଶ୍ରଦ୍ଧା ରଖି ମା’ ଦୁର୍ଗାଙ୍କ ପୂଜା କରନ୍ତି…

8 months ago

ନବରାତ୍ରୀରେ କାହିଁକି ଜଳାଯାଇଥାଏ ଅଖଣ୍ଡ ଦୀପ ? ଜାଣନ୍ତୁ ଜରୁରୀ ନିୟମ

ଆସୁଛି ଶାରଦୀୟ ନବରାତ୍ରୀ । ନବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁରୁ ସହର । ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନା କରାଯାଏ ଏବଂ ୯ ଦିନ ପର୍ଯ୍ୟନ୍ତ…

9 months ago

ଆଜିଠୁ ଆରମ୍ଭ ଗୁପ୍ତ ନବରାତ୍ରୀ

ହିନ୍ଦୁ ଧର୍ମରେ ନବରାତ୍ରିର ଏକ ବିଶେଷ ମହତ୍ୱ ଅଛି । ବର୍ଷକୁ ଦୁଇ ଥର ପଡୁଥିବା ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ବାବଦରେ ତ ସମସ୍ତେ…

1 year ago

ନବରାତ୍ରି ୨୦୨୨: ବିବାହ ଜନିତ ବାଧା ଦୂର ପାଇଁ ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା

ନବରାତ୍ରିର ଷଷ୍ଠଦିନ ଦେବୀ ଦୁର୍ଗାଙ୍କ ଯୋଦ୍ଧା ଅବତାର ମା’ କାତ୍ୟାୟନୀଙ୍କୁ ସମର୍ପିତ। ଆଜିର ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ…

2 years ago

କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ, ଜାଣନ୍ତୁ ଉପାସନା କଲେ କ’ଣ ମିଳିବ ଲାଭ

ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଥାଏ। ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି।  ନବରାତ୍ରିରେ ମା’ ୯ଟି ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାନ୍ୟତା ରହିଛି ଯେ…

2 years ago

ନବରାତ୍ରି: ସପ୍ତମୀରେ କରନ୍ତୁ ମା’କାଳରାତ୍ରୀଙ୍କ ପୂଜା

ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ମା’ କାଳରାତ୍ରୀ ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ। ମା’ଙ୍କ ଏହି ରୂପ ବହୁତ ଭୟଙ୍କର ହୋଇଥାଏ।…

4 years ago

ନବରାତ୍ରିର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ କରନ୍ତୁ ପୂଜା, ଦୂର ହେବ ସବୁ ବଡ କଷ୍ଟ

ଆଜି ନବରାତ୍ରର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା। ମା’ ଅନାହତ…

4 years ago

ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ମା’ଙ୍କୁ ଉପାସନା କରିବାର ନିୟମ

ଶାରଦୀୟ ନବରାତ୍ରିର ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା । ମା’ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା…

4 years ago

ଶାରଦୀୟ ନବରାତ୍ରୀ ପୂଜା: କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍‌, ନଚେତ ନକାରାତ୍ମକ ଶକ୍ତି ନେଇଯିବ ପୂଜା ଫଳ

ଶାରଦୀୟ ନବରାତ୍ରୀ ପର୍ବ ଆରମ୍ଭ ହେବାକୁ ଯାଉଛି। ଏହିଦିନରେ ଅଧିକାଂଶ ଲୋକ ବ୍ରତ ଉପବାସ ରଖନ୍ତୁ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ମା’ ଦୁର୍ଗାଙ୍କ ୯…

4 years ago

ନବରାତ୍ରୀ ବ୍ରତରେ ପିଅନ୍ତୁ ଏହି ସ୍ମୁଦୀ, ଦିନଯାକ ରଖିବ ସତେଜ

ଆଗକୁ ଆସୁଛି ନବରାତ୍ରୀ । ସମସ୍ତେ ମା ଦୁର୍ଗାଙ୍କ ଆରଧାନ କରିବା ସହ ଉପାସ, ବ୍ରତ ମଧ୍ୟ କରିଥାନ୍ତି। ନବରାତ୍ରୀରେ ମାଙ୍କ ବ୍ରତ ନଅ ଦିନ ପର୍ଯ୍ୟନ୍ତ…

5 years ago

ନବରାତ୍ରୀରେ ଦେବୀ ମା’ ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରନ୍ତୁ ଏହି ୯ଟି ରଙ୍ଗ

ନବରାତ୍ରୀର ମହା ପର୍ବ ଆରମ୍ଭ ହେବା ପାଇଁ ଆଉ କିଛି ଦିନର ଅପେକ୍ଷା। ଚଳିତ ବର୍ଷ ବର୍ଷରେ ୪ଟି ନବରାତ୍ରୀ ମଧ୍ୟରୁ ଏହି ନବରାତ୍ରୀରେ ସବୁଠାରୁ ଖାସ୍‌…

5 years ago