Browsing Tag

Navaratri puja

ଶାରଦୀୟ ନବରାତ୍ରି ସପ୍ତମ ଦିନ : ମା’ କାଳରାତ୍ରିଙ୍କୁ ଆରାଧନା କରିବାର ଶୁଭ ମୁହୂର୍ତ୍ତ

ଶାରଦୀୟ ନବରାତ୍ରି ବ୍ରତ ପ୍ରତିବର୍ଷ ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ । ନବରାତ୍ରିର ୯ଦିନରେ ମାଙ୍କ ୯ଟି ସ୍ବରୂପକୁ ପୂଜା କରାଯାଏ । ଏହି କ୍ରମରେ ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୂପ । ମା’ ଏହି ବେଶରେ ତିନିଟି ନେତ୍ର ଧାରଣ କରନ୍ତି । ମା’…

ନବରାତ୍ରିର ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ କରନ୍ତୁ ଆରାଧନା, ଜାଣନ୍ତୁ ମା’ଙ୍କ ମନ୍ତ୍ର

ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆରମ୍ଭ ହେଉଛି । ନବରାତ୍ରି ୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ । ନବରାତ୍ରି ଆରମ୍ଭ ହସ୍ତ ନକ୍ଷତ୍ରରୁ ଆରମ୍ଭ ହୋଇଛି । ଏହି ନକ୍ଷତ୍ର ବହୁତ ଶୁଭ । ଶାରଦୀୟ…

ଶାରଦୀୟ ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ କରାଯାଏ ପୂଜା, ଜାଣନ୍ତୁ କେମିତି କରିବେ ଉପାସନା

ଶାରଦୀୟ ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାକୁ ପୂଜା କରାଯାଏ । ମା’ଙ୍କୁ ପୂଜା କରିବା ଦ୍ୱାରା ଭୟରୁ ମୁକ୍ତି ଏବଂ ଅପାର ସାହସ ପ୍ରାପ୍ତ କରିବାକୁ ହୋଇଥାଏ । ଚନ୍ଦ୍ରଘଣ୍ଟା ମା’ଙ୍କର ତୃତୀୟ ସ୍ୱରୂପ । ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପକୁ ଉପାସନା କରାଯାଏ । ଏହି ଦେବୀଙ୍କ…

ଚଳିତ ବର୍ଷ ନବରାତ୍ରିରେ କେଉଁ ବାହନରେ ଆସିବେ ମା’ ଦୁର୍ଗା? ଜାଣନ୍ତୁ କ’ଣ ରହିବ ପ୍ରଭାବ

ହିନ୍ଦୁ ଧର୍ମରେ ଶକ୍ତି ପୂଜାକୁ ଅଧିକ ଗୁରୁତ୍ୱ ଦିଆଯାଏ । କଥାରେ ଅଛି ବାର ମାସରେ ତେର ପର୍ବ । ସେଥି ମଧ୍ୟରୁ ଦୁର୍ଗା ପୂଜା ହେଉଛି ଅନ୍ୟତମ । ଭକ୍ତମାନେ ଦୁର୍ଗା ପୂଜାରେ ମା'ଙ୍କର ୯ଟି ରୂପକୁ ୯ଦିନ ଧରି ପୂଜା କରଥାନ୍ତି । ମା' ଙ୍କର ସେହି ରୂପଗୁଡ଼ିକ ହେଉଛି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ,…

ନବରାତ୍ରି ତୃତୀୟ ଦିନ : ମା’ ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ ଦିନ, ଜାଣନ୍ତୁ ଶୁଭ ମୁହୂର୍ତ୍ତ, ପୂଜା ବିଧି

ହିନ୍ଦୁ ଧର୍ମରେ ଶକ୍ତି ଆରାଧନା ପାଇଁ ନବରାତ୍ରିର ୯ ଦିନ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ମନରେ ଶ୍ରଦ୍ଧା ରଖି ମା’ ଦୁର୍ଗାଙ୍କ ପୂଜା କରନ୍ତି ମା’ ତାଙ୍କ ଉପରେ ଅପାର କୃପା ଦେଇଥାନ୍ତି । ଶାରଦୀୟ ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ଭୟରୁ ମୁକ୍ତି ଏବଂ ଅପାର…

ନବରାତ୍ରୀରେ କାହିଁକି ଜଳାଯାଇଥାଏ ଅଖଣ୍ଡ ଦୀପ ? ଜାଣନ୍ତୁ ଜରୁରୀ ନିୟମ

ଆସୁଛି ଶାରଦୀୟ ନବରାତ୍ରୀ । ନବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁରୁ ସହର । ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନା କରାଯାଏ ଏବଂ ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ଜଳାଯାଇ ଥାଏ । ନବରାତ୍ରୀର ପବିତ୍ର ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ବା ଦୀପ ଜଳାଇବାର ଅନେକ ଲାଭ ରହିଛି । ଏହି ୯ ଦିନରେ ମା’…

ଆଜିଠୁ ଆରମ୍ଭ ଗୁପ୍ତ ନବରାତ୍ରୀ

ହିନ୍ଦୁ ଧର୍ମରେ ନବରାତ୍ରିର ଏକ ବିଶେଷ ମହତ୍ୱ ଅଛି । ବର୍ଷକୁ ଦୁଇ ଥର ପଡୁଥିବା ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ବାବଦରେ ତ ସମସ୍ତେ ଜାଣନ୍ତି । କିନ୍ତୁ ଏହା ବ୍ୟତୀତ ଆଉ ତିନୋଟି ନବରାତ୍ରି ବି ପାଳନ କରାଯାଇଥାଏ । ସେଗୁଡିକ ହେଉଛି ପୌଷ ଗୁପ୍ତ ନବରାତ୍ରୀ, ଆଷାଢ଼ ଗୁପ୍ତ ନବରାତ୍ରୀ ଓ…

ନବରାତ୍ରି ୨୦୨୨: ବିବାହ ଜନିତ ବାଧା ଦୂର ପାଇଁ ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା

ନବରାତ୍ରିର ଷଷ୍ଠଦିନ ଦେବୀ ଦୁର୍ଗାଙ୍କ ଯୋଦ୍ଧା ଅବତାର ମା’ କାତ୍ୟାୟନୀଙ୍କୁ ସମର୍ପିତ। ଆଜିର ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ତେବେ ମା’ଙ୍କୁ ପୂଜା କରିବା ଦ୍ୱାରା ବୈବାହିତ ସଂକଟ…

କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ, ଜାଣନ୍ତୁ ଉପାସନା କଲେ କ’ଣ ମିଳିବ ଲାଭ

ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଥାଏ। ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି।  ନବରାତ୍ରିରେ ମା’ ୯ଟି ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାନ୍ୟତା ରହିଛି ଯେ ଏହି ମାସରେ ମା’ଙ୍କର ବ୍ରତକୁ ସଠିକ୍ ରୂପେ ପାଳନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ବିଶ୍ୱାସ ରହିଛି ଯେ ମା’…

ନବରାତ୍ରି: ସପ୍ତମୀରେ କରନ୍ତୁ ମା’କାଳରାତ୍ରୀଙ୍କ ପୂଜା

ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ମା’ କାଳରାତ୍ରୀ ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ। ମା’ଙ୍କ ଏହି ରୂପ ବହୁତ ଭୟଙ୍କର ହୋଇଥାଏ। ମା’ ଏହି ବେଶରେ କଳା ରଙ୍ଗର ରୂପ ଧାରଣ କରିବା ସହିତ ତିନି ନେତ୍ର ଧାରଣ କରିଥାନ୍ତି। ମା’ କାଳରାତ୍ରୀଙ୍କ ଗଳାରେ ବୁଦ୍ୟତ୍‌ର…

ନବରାତ୍ରିର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ କରନ୍ତୁ ପୂଜା, ଦୂର ହେବ ସବୁ ବଡ କଷ୍ଟ

ଆଜି ନବରାତ୍ରର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି। ଆସନ୍ତୁ ଜାଣିବା ମାଙ୍କ ଚତୁର୍ଥ ସ୍ବରୂପ ମା କୁଷ୍ମାଣ୍ଡାଙ୍କ ମହିମା,…

ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ମା’ଙ୍କୁ ଉପାସନା କରିବାର ନିୟମ

ଶାରଦୀୟ ନବରାତ୍ରିର ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା । ମା’ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଏହି କାରଣ ଯୋଗୁଁ ତାଙ୍କୁ ବ୍ରହ୍ମଚାରିଣୀ ନାମରେ ଜଣାଯାଏ। ମା’ ବ୍ରହ୍ମଚାରିଣୀଙ୍କ ପୂଜା…