Browsing Category

ଦଶହରା

ମା’ ଭଣ୍ଡାରଘରଣୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରି ପୂଜା, ନଅ ଦିନ ଧରି ମା’ ବିଭିନ୍ନ ରୂପରେ…

ନବରଙ୍ଗପୁର (କେନ୍ୟୁଜ): ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଗଲାଣି । ଦୀର୍ଘ ୯ ଦିନ ଧରି ସାରା ଦେଶରେ ପୂଜା ପାଇବେ ମହାମାୟୀ। ଏହି ୯ ଦିନକୁ ମହାନବରାତ୍ର ଭାବେ ପାଳନ କରାଯାଏ। ନବରାତ୍ର ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିବର୍ଷ ପରି ଚଳିତ…

ପାର୍ବଣରେ ଚାଲିଛି କାକଟପୁର ମା’ ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜା, ଲାଗି ହେଉଛି ଆମିଷ ଭୋଗ

(କେନ୍ୟୁଜ): କାକଟପୁରର ଅଧିଷ୍ଠାତ୍ରି ଦେବୀ ମାଆ ମଙ୍ଗଳା । ପାର୍ବଣ ଋତୁରେ ଆରମ୍ଭ ହୋଇଛି ମା’ଙ୍କ ପାଖରେ ଷୋଡଶ ଉପଚାର ବିଧି । ଏହି ପୂଜାରେ ମା ମଙ୍ଗଳାଙ୍କୁ ଷୋଡଶ ଉପଚାରରେ ପୂଜାର୍ଚନା କରାଯାଉଥିବା ବେଳେ ସ୍ୱତନ୍ତ୍ର ରୀତି ନୀତିରେ ଚାଲିଛି ମା ମଙ୍ଗଳାଙ୍କ ସେବାପୁଜା । ଗୁପ୍ତନୀତିରେ…

ପାର୍ବଣ ଋତୁରେ ସ୍ଵତନ୍ତ୍ର ରୀତିନୀତିରେ ପୂଜା ପାଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା

ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ ,ପାର୍ବଣ ଋତୁରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପୂଜା ।ସେହିପରି ପୁରୀ ଜିଲ୍ଲା କାକଟପୁର ରେ ମା ମଙ୍ଗଳା ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି ସେବାୟତ।…

କୋଭିଡ କଟକଣାରେ ଭିତରେ ଶେଷ ହେଲା ଆରାଧ୍ୟ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା

ଆଉ ମାତ୍ର କିଛି ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ରାଜ୍ୟର ସମସ୍ତ ଶକ୍ତିପୀଠ ହେଲାଣି ଚଳଚଞ୍ଚଳ । କୋରୋନା ମହାମାରୀ ସତ୍ତ୍ବେ ମା’ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ସେହିପରି କଳାହାଣ୍ଡିର ସର୍ବପୁରାତନ ମନ୍ଦିର ମାଳିନି ସହର ଜୁନାଗଡର ଅଧୀଷ୍ଠାତ୍ରୀ ଦେବୀ ମାଁ…

ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା: ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀଯାତ୍ରା

(କେନ୍ୟୁଜ): ଆସୁଛନ୍ତି ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ରାଜ୍ୟର ବିଭିନ୍ନ ଦେବୀପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ଆଉ ଏସବୁ ଭିତରେ ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁରରେ ମଧ୍ଯ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ମହାବଳୀ ଯାତ୍ରା । ସବୁବର୍ଷ ଭଳି ଚଳିତବର୍ଷ ମଧ୍ଯ ଖଣ୍ଡାଧୁଆ ପର୍ବରୁ…

ଆସିଲା ଅକ୍ଟୋବର ମାସର ଗାଇଡ଼ଲାଇନ, ପାର୍ବଣ ପାଇଁ କଡ଼ାକଡ଼ି ହେଲା ନିୟମ

କେନ୍ୟୁଜ୍(ବ୍ୟୁରୋ): ଆସିଲା ଅକ୍ଟୋବର ମାସର ଗାଇଡ଼ଲାଇନ । ପାର୍ବଣକୁ ଦୃଷ୍ଟିରେ ରଖି  କିଛି କଟକଣାକୁ ବଢାଇଛନ୍ତି  ରାଜ୍ୟ ସରକାର। ସାରା ରାଜ୍ୟର ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ (ରାତି ୧୦ରୁ ସକାଳ ୫)ବଳବତ୍ତର ରହିବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ କେବଳ ଟ୍ବିନ ସିଟିରେ ରାତି ୮ରୁ…

କଟକ ଚଣ୍ଡୀ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା, ବିଭିନ୍ନ ବେଶରେ ଦର୍ଶନ ଦେବେ ମା’

କଟକ(କେନ୍ଯୁଜ୍): ବିଭିନ୍ନ ଶକ୍ତି ପୀଠରେ ପାର୍ବଣ ପୂଜା ଆରମ୍ଭ। ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ମା କଟକ ଚଣ୍ଡୀ ମନ୍ଦିରରେ ଆରମ୍ଭ ହୋଇଛି ମାଙ୍କ ଷୋଡଶ ଉପଚାର ପୂଜା । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ । ଏ ଅବସରରେ ଆଜି ମନ୍ଦିରେ ଭକ୍ତଙ୍କ ଭିଡ…

ଆଜିଠୁ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର ଟାଉନ(କେନ୍ୟୁଜ୍‌) : ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା’ ଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି…

ଆମେରିକା ଆଡକୁ ମୁହାଁଉଛି ଶକ୍ତିଶାଳୀ ତୋଫାନ, ନ୍ୟୁୟର୍କ ଓ ବୋଷ୍ଟନ ସହିତ ଅନ୍ୟ କେତକ ସହରକୁ ହେବ ପ୍ରବଳ ବରଫ ମାଡ଼

ନ୍ୟୁୟର୍କ :  ନ୍ୟୁୟର୍କ, ବୋଷ୍ଟନ ଓ ଆମେରିକାର ପୂର୍ବରେ ଥିବା କେତକ ସହରରେ ସୋମବାର ପ୍ରାୟ ୬୦.୯୬ ସେମି ବରଫ ପଡ଼ିବ ବୋଲି ଅନୁମାନ କରାଯାଉଛି । କାରଣ ଏକ ଶକ୍ତିଶାଳୀ ବରଫ ଝଡ଼ ଆମେରିକା ଆଡ଼କୁ ବଢ଼ୁଛି ବୋଲି ରାଷ୍ଟ୍ରୀୟ ପାଣିପାଗ ବିଭାଗ ଏହାର ସୂଚନା ଦେଇଛି । ସୂଚନା ଅନୁଯାୟୀ, ପୂର୍ବ…

ଯୋଡା ଆଶ୍ୱିନରେ ମଳମାସ, ଏ ବର୍ଷ ୧୬ ଦିନ ନୁହେଁ ବରଂ ୪୫ ଦିନ ଧରି ଚାଲିବ ଦୁର୍ଗାପୂଜା

କେନ୍ୟୁଜ (ବ୍ୟୁରୋ) : ଚଳିତ ବର୍ଷ ଷୋହଳ ଦିନ ପରିବର୍ତ୍ତେ ୪୫ ଦିନ ଧରି ଚାଲିବ ଦୁର୍ଗାପୂଜା । ଯୋଡା ଅଶ୍ୱିନରେ ମଳମାସ ପଡୁଥିବାରୁ ୪୫ ଦିନ ଧରି ପୂଜା ଚାଲିବ । ମୂଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ ଅର୍ଥାତ ସେପ୍ଟେମ୍ବର ୯ ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ପୂଜା କରାଯିବ । ତେବେ ମଳମାସ ସମୟରେ…

ଜରୁରୀକାଳୀନ ବୈଠକ ଡାକିଲା WHO, କରୋନା ସ୍ଥିତି ନେଇ ସମୀକ୍ଷା ଆଶଙ୍କା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଜି ଜରୁରୀକାଳୀନ ବୈଠକ ଡକାଯାଇଛି। ଏଥିରେ କରୋନା ଭାଇରସ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। WHO ତରଫରୁ ଏଭଳି ବୈଠକ ତିନି ମାସ ପୂର୍ବରୁ ଡକାଯାଇଥିଲା। ସେତେବେଳେ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଥିଲା। ଡବ୍ଲୁଏଚଓର ମୁଖ୍ୟ…

ଦଶହରା ଦିନ କ’ଣ କରିବେ ଓ କ’ଣ ନ କରିବେ ଜାଣନ୍ତୁ

ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ନଅ ଦିନ ଧରି ମା' ଭଗବତୀଙ୍କର ଆରାଧନା ଶେଷ ହେବାର ପର ଦିନ ଦଶହରା ଉତ୍ସବ ପାଳନ କରାଯାଇଥାଏ । ପୁରାଣ ଅନୁଯାୟୀ ଏହି ଦିନ ଭଗବାନ ରାମଚନ୍ଦ୍ର ଲଙ୍କାଧିପତି ରାବଣର ବଦ୍ଧ କରି ମା' ସୀତାଙ୍କୁ ମୁକୁଳାଇ ଆଣିଥିଲେ ।…