କେବେବି ରହିବ ନାହିଁ କୌଣସି ଅଭାବ, ଥରେ ନିଜ ଜୀବନରେ କରନ୍ତୁ ଏହି ତିନୋଟି କାମ

ଧନୀ ହେବାର ଭାବନା ସମସ୍ତଙ୍କ ମନକୁ ଆସିଥାଏ ଆଉ ତା ପୁଣି ବିନା ପରିଶ୍ରମରେ କିନ୍ତୁ କଣ ଏହା ସମ୍ଭବ ? ସମ୍ଭବ ଅଟେ। ଏହାତ ସମସ୍ତେ ଜାଣିଥିବେ ଯେ ବେଆଇନ ଉପାୟରେ ଧନୀ ହେଉଥିବା ବ୍ୟକ୍ତିମାନେ କେବେବି ଖୁସିରେ ରହିପାରନ୍ତି ନାହିଁ କାରଣ ବେଆଇନ ଉପାୟରେ ସେମାନେ ଧନୀ ତ ହୋଇପାରିବେ କିନ୍ତୁ କେବେ ଆତ୍ମସନ୍ତୋଷ ପାଇପାରିବେ ନାହିଁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଇନ ସମ୍ବନ୍ଧୀୟ ଏପରି କିଛି ରାସ୍ତା ଯାହାର ବ୍ୟବହାର କରି ଆପଣ ଧନୀ ହୋଇପାରିବେ ତାହେଲେ ଆସନ୍ତୁ ଜାଣିବା ସେହି ତିନୋଟି କାମ ।

ପ୍ରଥମତଃ ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳୁ ଉଠି ନିଜର ମା’ ବାପାଙ୍କୁ ଅତି ସ୍ନେହର ସହିତ ଦେଖନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ଏହି ବ୍ୟକ୍ତି ନିଜ ଜୀବନରେ କେବେ ଗରିବ ହୋଇ ରୁହନ୍ତି ନାହିଁ । ଏହି ବ୍ୟକ୍ତିଙ୍କୁ ଅନେକ ଧାନ ପ୍ରାପ୍ତି ହୋଇଥାଏ ଏବଂ ଗରିବୀ କେବେ ତାଙ୍କ ପାଖ ମାଡି ନଥାଏ । ସବୁବେଳେ ନିଜ ମା ବାପାଙ୍କର ସେବା କରିବା ଆବଶ୍ୟକ କାରଣ ମା ବାପାଙ୍କର ଆଶୀର୍ବାଦ କେବେ ବେକାର ଯାଏ ନାହିଁ ।

ଦ୍ବିତୀୟତଃ ଯେଉଁ ବ୍ୟକ୍ତି କଷ୍ଟ ସମୟରେ ହେଉ କିମ୍ବା ଖୁସି ସମୟରେ ହେଉ କେବେବି ଭଗବାନଙ୍କୁ ଭୁଲିନଥାଏ ସବୁବେଳେ ଭଗବାନଙ୍କୁ ନିଜ ମନ ଭିତରେ ରଖିଥାଏ ଏହିପରି ବ୍ୟକ୍ତି କେବେ ଗରିବ ହୋଇ ରୁହନ୍ତି ନାହିଁ । ଭଗବାନଙ୍କ ଆଶୀର୍ବାଦ ତାଙ୍କ ସହ ସବୁବେଳେ ରହିଥାଏ ।

ଶେଷରେ ଯେଉଁ ବ୍ୟକ୍ତି ଅସହାୟ ଲୋକଙ୍କୁ ସଦା ସର୍ବଦା ସାହାଯ୍ୟ କରିଥାଏ ଏବଂ ତାଙ୍କର ଦୁଃଖରେ ସବୁବେଳେ ସାମିଲ ହୋଇଥାଏ । ଏହି ବ୍ୟକ୍ତି ଜୀବନରେ କେବେ ଗରିବ ହୋଇ ରୁହନ୍ତି ନାହିଁ । ଏହିଭଳି ବ୍ୟକ୍ତି ମାନଙ୍କ ଉପରେ ଗରିବ ଏବଂ ଅସହ୍ୟ ବ୍ୟକ୍ତି ମାନଙ୍କର ଆଶୀର୍ବାଦ ସଦା ସର୍ବଦା ରହିଥାଏ ।

ଏହାସହ ପଢନ୍ତୁ ଟିସୁ କ୍ୟାନସର ଥିଲା ଅରୁଣ ଜେଟଲୀଙ୍କର ମୃତ୍ୟୁର କାରଣ, ଜାଣନ୍ତୁ କଣ ଏହି ରୋଗ ଏବଂ ତାର ଲକ୍ଷଣ

ଯଦି ଆପଣଙ୍କ ମଧ୍ୟରେ ବି ଏହି ତିନୋଟି ଗୁଣ ରହିଛି ତାହେଲେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ଭଗବାନ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ କେହି ବୁଝିପାରିବେନି ଆପଣ କିପରି ଭାବେ କେତେବେଳେ ଧନୀ ହୋଇଯିବେ ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

24 seconds ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

4 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

8 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

34 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

39 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

40 mins ago