ଲାଇଫ୍ ଷ୍ଟାଇଲ୍

ରାତ୍ର ଭୋଜନ ନ ଖାଇଲେ ହୋଇଥାଏ ଏହି ଅସୁବିଧା, ଜାଣି ନିଅନ୍ତୁ ଏବେ

ଅଧିକାଂଶ ଲୋକେ ରାତି ଭୋଜନ ଏଥିପାଇଁ କରନ୍ତି ନାହିଁ କି ଭୋଜନ କଲେ ସେମାନଙ୍କ ଓଜନ ବଢ଼ିଯିବ | ହେଲେ ଏଥି ପାଇଁ ଆପଣଙ୍କ ସ୍ୱାସ୍ଥ୍ୟର ଅସୁବିଧା ହୋଇପାରେ | ସ୍ଲିମ ଫିଗର ପାଇଁ ଲୋକେ କାହିଁ କେତେ କାର୍ଯ୍ୟ ଆପଣାଉଛନ୍ତି | ଲୋକେ ଭାବନ୍ତି ରାତି ଭୋଜନ ନ କଲେ ଓଜନ କମିଯିବ |

ଅବଶ୍ୟ ଦିନେ ଅଧେ ରାତିରେ ନଖାଇଲେ ସେମିତି କିଛି ଅସୁବିଧା ହେବନି | ହେଲେ ସବୁଦିନ ରାତିରେ ନ ଖାଇଲେ ଏହା ଶରୀର ପାଇଁ ବହୁତ ବଡ କ୍ଷତି ଆଣିପାରେ | ଏହା ଶରୀର ରେ ପୋଷକ ତତ୍ତ୍ୱ କମ କରିଥାଏ | ଆସନ୍ତୁ ଜାଣିବା ଆପଣ ରାତି ଭୋଜନ ନ ଖାଇଲେ କଣ ଅସୁବିଧା ହୋଇଥାଏ |

ଶରୀରରେ ପୋଷଣ କମ ହୋଇଥାଏ :

ଓଜନ କମାଇବା ଚକରରେ ଲୋକେ ରାତି ଭୋଜନ ଖାଇ ନଥାନ୍ତି | ହେଲେଁ ଏହାଦ୍ୱାରା ଶରୀର ର ପୋଷଣ କମି ଯାଇଥାଏ | ଫଳରେ ଦୁର୍ବଳ ଲାଗିବ ସହ ମୁଣ୍ଡ ଘୁରାଇବା ଓ ରକ୍ତ ହୀନତା ସମସ୍ୟା ଦେଖା ଯାଇଥାଏ |

ଏନର୍ଜି ଲେବଲ କମିଥାଏ :

ଲୋକେ ଭାବନ୍ତି ଶୋଇବା ସମୟରେ କିଛି  ଶକ୍ତି ଖର୍ଚ୍ଚ ହୋଇ ନଥାଏ | ତେଣୁ ରାତିରେ ନ ଖାଇଲେ କିଛି ଅସୁବିଧା ହୁଏନି | ମାତ୍ର ଶୋଇବା ସମୟରେ ମଧ୍ୟ ମସ୍ତିସ୍କ କାମ କରିଥାଏ, ଶରୀର କାମ କରିବା ପାଇଁ ଶକ୍ତିର ଆବଶ୍ୟକ ପଡିଥାଏ | ରାତିରେ ନଖାଇଲେ ଆରଦିନ ଶରୀରର ଏନର୍ଜି ଲେବଲ କମ ହୋଇ ଯାଇଥାଏ |

ନିଦ ଠିକ ହୋଇନଥାଏ :

ରାତିରେ ନ ଖାଇବା ଯୋଗୁ ଶରୀର ଭୋକ ଅନୁଭବ କରିଥାଏ | ଫଳରେ ନିଦ ଆସି ନଥଏ | ନିଦ ନହେଲେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ |

Niharanjan

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

28 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

39 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

52 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

55 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago