ଲାଇଫ୍ ଷ୍ଟାଇଲ୍

ଯଦି ଛୋଟ ମୋଟ ଦରଜରେ ଖାଉଛନ୍ତି ପେନ୍‌ କିଲର, ହୋଇ ଯାଆନ୍ତୁ ସାବଧାନ ନଚେତ ହେବ ବଡ଼ ଅସୁବିଧା

କୌଣସି ପ୍ରକାର ଦରଜ ହେଲେ ଆମେ ସାଧାରଣତଃ ପେନ କିଲର ଖାଇଥାଉ । ଏମିତିକି ଛୋଟ ମୋଟ ଦରଜ ପାଇଁ ମଧ୍ୟ ବେଳେ ବେଳେ ଆମେ ପେନ କିଲର ନେଇଥାଉ । ହେଲେ ଏହାଦ୍ୱାରା ଶରୀର ଉପରେ ବହୁତ କୁପ୍ରଭାବ ପକାଇଥାଏ । ମୁଣ୍ଡ ବିନ୍ଦା, ଦେହ ବିନ୍ଧା,ଗୋଡ଼ ଦରଜ ବା ଜ୍ୱରରୁ ହଠାତ୍‌ ରକ୍ଷା ପାଇବା ପାଇଁ ଆମେ ପେନ କିଲର ନେଇଯାଉ ।

ସମସ୍ତେ ଜାଣନ୍ତି ଯେ ପ୍ରତ୍ୟେକ ଔଷଧର ସାଇଡ ଇଫେକ୍ଟ ରହିଛି । ତଥାପି ଆମେ ସଭିଏଁ ପେନ କିଲର ଖାଇବାର ଭୁଲ କରିଥାଉ । ତେଣୁ ଆପଣ ଔଷଧ ବଦଳରେ ନାଚୁରାଲ ପେନ କିଲର ନେବା ଦରକାର । ଯେପରି ହଳଦୀ, ଲବଙ୍ଗ ଆଦି ହେଉଛି ନାଚୁରାଲ ପେନ୍‌ କିଲର । ଯାହାର କି ସାଇଡ ଇଫେକ୍ଟ ନାହିଁ ।

ପେନ କିଲରର ଆବଶ୍ୟକତା ଆପଣଙ୍କୁ କେବେ ପଡ଼ିଥାଏ

ମୁଣ୍ଡ ବିନ୍ଧା, ଦେହ ବିନ୍ଧା, ଦୁର୍ବଳପଣ, ଜ୍ୱର ଆଦିରୁ ରକ୍ଷା ପାଇବା ପାଇଁ ପ୍ରାୟତଃ ପେନ କିଲର ନେଇଥାଉ । ଏହା ଆପଣଙ୍କ ପାଇଁ ବହୁ ପ୍ରକାର ରୋଗ ମଧ୍ୟ ନେଇ କରି ଆସିଥାଏ । ପେନ କିଲର ତ ଆପଣଙ୍କୁ ତୁରନ୍ତ ଆରାମ ଦେଇଥାଏ, ହେଲେ ଅସ୍ଥାୟୀ ଭାବେ ଆପଣଙ୍କ ପାଇଁ ସମସ୍ୟା ଆଣି ଦେଇଥାଏ ।

ପେନ୍‌ କିଲର ର ଲିଭର ଉପରେ ପ୍ରଭାବ

ଶୀଘ୍ର ଆରାମ ପାଇଁ ଏସପ୍ରିନ, ଡିସପ୍ରିନ, କମ୍ବିଫ୍ଲାମ, ବ୍ରୁଫେନ, ଡାଇକ୍ଲୋରାନ ଟାବଲେଟ୍‌ ଖାଇଥାଉ । ଡିସପ୍ରିନ ରକ୍ତକୁ ପତଳା କରି ଧମନୀର ଜମାଟ ହେବାକୁ ଦେଇନଥାଏ । ଯାହାଦ୍ୱାରା ହାର୍ଟ ଆଟାକ ବିପଦ କମିଥାଏ । ହେଲେ କମ୍ବିଫ୍ଲାମ, ବ୍ରୁଫେନ ଓ ଡାଇକ୍ଲୋରାନ ଆଦି ଔଷଧ ଜର, ମୁଣ୍ଡ ବିନ୍ଧା, ଦେହ ବିନ୍ଧାରେ ନିଆଯାଇଥାଏ । ବିନା ଡାକ୍ତରଙ୍କ ପରାମର୍ଶରେ ପେନ କିଲର ଖାଇବା ଠିକ୍‌ ନୁହେଁ । ଅଧିକ ପେନ କିଲର ଖାଇବା ଦ୍ୱାରା ଚିଡଚିଡା, ଦୁର୍ବଳ ସ୍ମରଣ ଶକ୍ତି, ଉଦାସ ଓ ଭ୍ରମ ଲକ୍ଷଣ ଆଦି ସୃଷ୍ଟି ହୋଇଥାଏ ।

କେମିତି ଜାଣିବେ ଯେ ପେନ କିଲର ଦ୍ୱାରା ଖରାପ ପ୍ରଭାବ

ଯଦି ଆପଣଙ୍କ ଶରୀରରେ ପେନ୍‌ କିଲର ଖାଇବା ଦ୍ୱାରା କୌଣସି ପ୍ରଭାବ ନ ପକାଏ ତେବେ ଆପଣ ଏଥିରୁ ଜାଣିବେ ଯେ ଏହା ପେନ କିଲର ପ୍ରଭାବ ।

Niharanjan

Recent Posts

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

1 hour ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

2 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

2 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

2 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

2 hours ago

ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…

3 hours ago