ଭୁବନେଶ୍ବର(କେନ୍ୟୁଜ୍): ମୋବାଇଲ ଫୋନ୍ରେ ଅଜଣା ବ୍ଲାଙ୍କ ମେସେଜ ଖୋଲୁ ଖୋଲୁ ଟଙ୍କା ଗାଏବ । ଗୋଟିଏ କ୍ଲିକରେ ଉଡ଼ିଗଲା ୧ ଲକ୍ଷ ୧୫ ହଜାର ଟଙ୍କା । ରାଜଧାନୀର ଦୀପକ ଦାସ ନାମକ ଜଣେ ଯୁବକ ଏଭଳି ଠକେଇର ଶୀକାର ହୋଇଛନ୍ତି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ୮୫ ହଜାର ଟଙ୍କା ଫେରି ପାଇଛନ୍ତି ।
ଭାଲେଣ୍ଟାଇନ ୱିକ୍ରେ ଅଧିକ ସକ୍ରିୟ ହୋଇଉଠିଛନ୍ତି ସାଇବର ଠକ । ବ୍ଲାଙ୍କ ମେସେଜରେ ନୂଆ ତରିକାରେ ଠକେଇ ହେଉଥିବା ବେଳେ ବାରମ୍ବାର ମୋବାଇଲ ଫୋନ ନମ୍ବର ବଦଳାଇ ମେସେଜ କରୁଛନ୍ତି ସାଇବର ଅପରାଧୀ । ହ୍ଵାଟସ ଆପ୍ରେ ମେସେଜ ପଠାଇ ଗୋଟିଏ ଲିଙ୍କରେ କ୍ଲିକ କଲେ ଚକୋଲେଟ,ଗିଫ୍ଟ ମିଳିବା ଭଳି ଲୋଭନୀୟ ଅଫର ଦିଆଯାଉଛି । ଏହାକୁ କ୍ଲିକ କରୁ କରୁ ଲୋକମାନେ ଲୁଟ୍ର ଶିକାର ହେଉଛନ୍ତି । ଯାହାକୁ ନେଇ ଲୋକଙ୍କୁ ସତର୍କ କରାଇଛନ୍ତି ସାଇବର ଏକ୍ସପର୍ଟ ।
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…