ଆମ ଭାରତୀୟଙ୍କ ଖାଦ୍ୟରେ ଦେଶୀ ଘିଅର ସ୍ଥାନ ଖୁବ୍ ଖାସ୍। ଘିଅ ବିନା ସବୁ ଖାଦ୍ୟ ଯେମିତି ଅଧୁରା। ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଖୁବ୍ ଉତ୍ସାହର ସହ ଘିଅ ଖାଇଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାଯାଇଛି ଯେ କିଛି ଲୋକ ଘିଅ ଖାଇବାକୁ ବିରତ ରହିବା ଉଚିତ। ଆସନ୍ତୁ ଜାଣିବା କିଏ କିଏ ଘିଅ ଖାଇବା ମନା…
ରିସର୍ଚ୍ଚ ମୁତାବକ, ଘିଅ ଖାଇବା ଦ୍ୱାରା ଶରୀରରେ ସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ଓ କୋଲୋଷ୍ଟ୍ରୋଲର ମାତ୍ରା ବଢ଼ିଯାଏ। ଗରମ ଘିଅ ଯୋଗୁ କୋଲୋଷ୍ଟ୍ରୋଲ ଅକ୍ସିକରଣ ଉତ୍ପାଦ ମଧ୍ୟ କ୍ଷରିତ ହୁଏ, ଯାହା ଶରୀର ପାଇଁ ହାନିକାରକ ହୋଇଥାଏ। ଏଣୁ ହାର୍ଟ ରୋଗ ଥିବା ବ୍ୟକ୍ତି ଘିଅ ଖାଇବା ଅନୁଚିତ।
ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଅଛନ୍ତି ସେମାନେ ମଧ୍ୟ ଘିଅ ଖାଇବା ମନା। ହାର୍ଟରୋଗ ଥିଲେ କିମ୍ବା ରକ୍ତରେ କୋଲୋଷ୍ଟ୍ରୋଲର ମାତ୍ରା ଅଧିକ ଥିଲେ ଘିଅ ଖାଆନ୍ତୁ ନାହିଁ। ଏଥିସହ ମେଦ ବହୁଳତାର ଶିକାର ହୋଇଥିବା ବ୍ୟକ୍ତି ମଧ୍ୟ ଘିଅ ଖାଇବାରୁ ବିରତ ରୁହନ୍ତୁ। ନଚେତ୍ ମୋଟାପଣ ବଢ଼ିଯାଇପାରେ।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…