କେଶ ଝଡିବାରେ ଚିନ୍ତିତ କି ? ଶୋଇବା ପୂର୍ବରୁ ନିଶ୍ଚିତ ଲଗାନ୍ତୁ ଏହି ଖାସ ତେଲ

ଆଜିର ଦୁନିଆରେ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛି କେଶ ଝଡିବା। ଏହାର କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଭୁଲ ଖାଦ୍ୟପେୟର ଅଭ୍ୟାସ ଏବଂ ଠିକ ଭାବରେ କେଶର ଯତ୍ନ ନନେବା। ସବୁ ମହିଳା ମାନେ ସୁସ୍ଥ ଏବଂ ସୁନ୍ଦର କେଶ ଚାହିଁଥାନ୍ତି, ଯେଉଁ କାରଣରୁ ସେ କେଶରେ ଅନେକ ପ୍ରକାରର ପ୍ରଡକ୍ଟସ ବ୍ୟବହାର କରିଥାନ୍ତି କିନ୍ତୁ ସେଥିରୁ କିଛି ଫରକ ଦେଖାଯାଏ ନାହିଁ। ଆଜି ଆମେ ଆପଣଙ୍କ କେଶ ପାଇଁ ଏମିତି ଉପାୟ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ କେଶ ଲମ୍ବା,ଘନ ଏବଂ ସୁସ୍ଥ ହୋଇଯିବ।

ଏମିତି କରନ୍ତୁ ତେଲର ପ୍ରସ୍ତୁତ

ଏହି ସ୍ବତନ୍ତ୍ର ତେଲକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୪ଟି ଭିଟାମିନ ଇ କ୍ୟାପସୁଲ, ୨ ଟେବୁଲ ଚାମଚ ନଡିଆ ତେଲ, ୧ ଟେବୁଲ ଚାମଚ ବାଦାମ ତେଲ ଏବଂ ୨ ଟେବୁଲ ଚାମଚ କ୍ୟାଷ୍ଟର ଅଏଲ ଆବଶ୍ୟକ। ଏବେ ଆପଣ ଏକ ବୋଟଲରେ ଏହି ସବୁକୁ ମିଶାଇ ଦିଅନ୍ତୁ। ଆପଣଙ୍କର ହେୟାର ଅଏଲ ପ୍ରସ୍ତୁତ ହୋଇଯାଇଛି।

ଏହା ସହ ପଢ଼ନ୍ତୁ : କେଶ ଝଡ଼ିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଆୟୁର୍ବେଦର ଏହି ୫ଟି ଉପାୟ !

ତେଲକୁ ଏମିତି କରନ୍ତୁ ବ୍ୟବହାର

ସପ୍ତାହରେ ଥରେ ଶୋଇବା ପୂର୍ବରୁ ଏହି ତେଲକୁ ଆପଣଙ୍କ କେଶରେ ଲଗାନ୍ତୁ। ୧୦ ମିନିଟ ପର୍ଯ୍ଯନ୍ତ ମସାଜ କରି ରାତି ସାରା ଛାଡି ଦିଅନ୍ତୁ। ପରଦିନ ସାମ୍ପୁରେ ଧୋଇ କଣ୍ଡିସନର ଲଗାଇ ଦିଅନ୍ତୁ।

ଆସନ୍ତୁ ଜାଣିବା ଏହି ତେଲକୁ ଲଗାଇବା ଦ୍ବାରା କଣ କଣ ଫାଇଦା ମିଳିଥାଏ

-ଏହା ଆପଣଙ୍କ କେଶକୁ ସୁସ୍ଥ ରଖିଥାଏ।
-ଏହି ତେଲ ଆପଣଙ୍କ କେଶକୁ ମୂଳରୁ ଠିକ କରିବାରେ ସାହାଯ୍ୟ କରିଥାଏ।
-ଆପଣଙ୍କୁ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିବ।
-ଏହା ଆପଣଙ୍କ କେଶକୁ ଏକ୍ସଟ୍ରା ଉଜ୍ବଳତା କରିବ।

KNews Bureau

Recent Posts

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

1 min ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

8 mins ago

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା…

15 mins ago

ନୂଆ ଲୁକରେ ଲଞ୍ଚ ହେଲା Bajaj CT 125X, ମିଳିବ ଦମଦାର ଫିଚର୍ସ

ବଜାଜ କମ୍ପାନୀ ଏହାର ବେଷ୍ଟ ବଜାଜ CT 125X ବାଇକ୍ ଲଞ୍ଚ କରିଛି । ବଜାଜ କମ୍ପାନୀ ପ୍ରାୟତଃ ସାରା…

27 mins ago

ଆମେରିକାରେ ବାର୍ଡ ଫ୍ଲୁ ! ପୁଣି ମଣିଷଠାରେ ଚିହ୍ନଟ ହେଲା ଭାଇରସ୍‌; ଅଷ୍ଟ୍ରେଲିଆରେ ଭାରତ ଫେରନ୍ତା ଶିଶୁ ଆକ୍ରାନ୍ତ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ବାର୍ଡ ଫ୍ଲୁ ଆତଙ୍କ । ବର୍ତ୍ତମାନ ଆମେରିକାରେ ମଣିଷଠାରେ ବାର୍ଡ ଫ୍ଲୁର…

27 mins ago

ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ, ସମସ୍ତେ ଭୋଟ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅପିଲ

ଭୁବନେଶ୍ୱର (କେନ୍ୟୁଜ): ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ।  ଦିନକ ପରେ ଭୋଟ  ।  ବୁଥ୍ ମୁହାଁ…

29 mins ago