ଏପରି ହୋଇଥାନ୍ତି ‘S’ ଅକ୍ଷରର ବ୍ୟକ୍ତି , ଏମାନଙ୍କ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ? ଏହା ପଚାରିବାର କାରଣ ଏହାର ପ୍ରଭାବ ଆପଣଙ୍କ ସ୍ବଭାବ ଓ ବ୍ୟକ୍ତିତ୍ବ ଉପରେ ପଡିଥାଏ । କିଛି ଅକ୍ଷର ଏମିତି ହୋଇଥାଏ ଯାହା ଆମ ଆଖପାଖ ବହୁତ ଲୋକଙ୍କ ନାମରେ ରହିଥାଏ ଏବଂ କିଛି ଅକ୍ଷର ଏମିତି ମଧ୍ୟ ରହିଥାଏ ଯାହା ବହୁତ କମ୍ ଲୋକଙ୍କ ନାମରେ ଶୁଣାଯାଇଥାଏ । ଯଦି ଆପଣଙ୍କ ଆଖପାଖରେ ‘S’ ଅକ୍ଷର ଥିବା ଲୋକ ବହୁତ ଅଛନ୍ତି ତେବେ ଆପଣଙ୍କୁ ଜାଣିବା ଦରକାର କି ପ୍ରକୃତରେ ଏମାନେ କେମିତି?

ଅଙ୍କଜ୍ୟୋତିଷ ଅନୁସାରେ ‘S’ ଅକ୍ଷର ବ୍ୟକ୍ତିଙ୍କ ଗଣତି ୧ଅଙ୍କ ବରାବର ହୋଇଥାଏ । କୁହାଯାଏ କି ଯେଉଁ ଲୋକଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଜନ୍ମରୁ ନେତା ସ୍ବଭାବର ହୋଇଥାନ୍ତି । ସେମାନେ ଯେଉଁ କ୍ଷେତ୍ରରେ କାମ କରିଥାନ୍ତି ସେହି କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥାଏ ।

ଯେଉଁ ଲୋକଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବିଶ୍ବସ୍ତ ହୋଇଥାନ୍ତି । ରୋମାଣ୍ଟିକ୍ ହେବା ସହିତ ସେମାନଙ୍କ ବ୍ୟବହାର ବହୁତ ନେଚୁରାଲ ହୋଇଥାଏ । ସେ ସର୍ବଦା ଠିକ୍ ସମୟରେ ଠିକ୍ କଥା ପ୍ରକାଶ କରିଥାନ୍ତି ।

ସେମାନଙ୍କୁ ଅଧିକ ମହଙ୍ଗା ଗିଫ୍ଟି ଦେବାକୁ ଭଲ ଲାଗେ ନାହିଁ । ସେମାନେ ନିଜ ଭଲପାଇବା ଏବଂ ବ୍ୟବହାର ଦ୍ବାରା ଲୋକଙ୍କ ମନ ଜିତିନେଇଥାନ୍ତି । ସେମାନଙ୍କୁ ନିଜ କାମ ପାଇଁ ଅନ୍ୟଙ୍କୁ ଉଚିତ୍ ଜବାବ ଦେଇ ଆସିଥାଏ ।

‘S’ ଅକ୍ଷର ଲୋକମାନେ ନିଜ ସମ୍ପର୍କକୁ ଶେଷ ପର୍ଯ୍ୟନ୍ତ ପାଳନ କରିଥାନ୍ତି । ଯାହା ସହିତ ବି ସେ ରହିଥାନ୍ତି ତାର ସୁଖ ଦୁଃଖ ଉଭୟରେ ସାଥ ଦେଇଥାନ୍ତି । ସେମାନେ ହୃଦୟରୁ ବହୁତ ଭଲ ଏବଂ ବାହାରୁ ବହୁତ ଆକର୍ଷିତ ହୋଇଥାନ୍ତି । ଏମାନଙ୍କର ଗୋଟିଏ କମଜୋରୀ ହେଉଛି କି ଏମାନେ ନିଜ ଫିଲିଙ୍ଗସ୍ କୁ କାହା ଆଗରେ ଖୋଲିକି କହିପାରନ୍ତି ନାହିଁ ।

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

37 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

59 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago