ଗର୍ଭଧାରଣ ସମୟରେ ମହିଳାମାନେ ଏହି ସବୁ ଦିଗ ପ୍ରତି ରୁହନ୍ତୁ ସତର୍କ

ମା ହେବା ଏକ ସୌଭାଗ୍ୟର କଥା । ମା ନିଜ ଜୀବନକୁ ବାଜି ଲଗାଇ ଆଉ ଏକ ନୂଆ ଜୀବନକୁ ଦୁନିଆକୁ ଆଣିଥାଏ । ସେଥିପାଇଁ ଗୋଟେ ମା ପାଇଁ ଗର୍ଭଧାରଣ ସମୟ ଅତି ମୂଲ୍ୟବାନ ହୋଇଥାଏ । ଦିନ କି ଦୁଇଦିନ ନୁହେଁ ଦିର୍ଘ ୧୦ ମାସ ୧୦ ଦିନ ମା ସବୁ କଷ୍ଟ ଯନ୍ତ୍ରଣା ସହି ଥାଏ ପିଲାଟି ପାଇଁ । ତେଣୁ ଗର୍ଭଧାରଣ ସମୟ ଅତି ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ । ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ ନିଜର ବିଶେଷ ଧ୍ୟାନ ନେବା ଉଚିତ୍ । ନିଜର ଖାଦ୍ୟ, ପାନୀୟ,ସ୍ବାସ୍ଥ୍ୟ ପ୍ରତି ବିଶେଷ ସଜାଗ ରହିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଦିଗ ଉପରେ ବିଶେଷ ସଚେତନ ରହିବା ଅତି ଜରୁରୀ ଅଟେ ।

ଗର୍ଭଧାରଣ ସମୟରେ ମହିଳାମାନେ ଏହି ଦିଗ ପ୍ରତି ସତର୍କ ରହିବା ଉଚିତ୍ :

-ଗର୍ଭଧାରଣ ସମୟରେ ବାହାର ଖାଦ୍ୟ ଖାଇବା ଉଚିତ ନୁହେଁ।

-କୌଣସି ଭାରି କିମ୍ବା ଓଜନିଆ ଜିନିଷ ଉଠାଇବା ଅନୁଚିତ୍ ।

-ପ୍ରୋଟିନ୍ ଯୂକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

-ଗର୍ଭଧାରଣ ପୂର୍ବରୁ ଥାଇରଏଡ଼, ସିଷ୍ଟ ଆଦିର ପରୀକ୍ଷା କରିନେବା ଉଚିତ।

-ଗର୍ଭଧାରଣ ସମୟରେ ରାସ୍ତାକଡ଼ର ଚଟ୍ପଟା, ଚାଟ୍, ପକୁଡ଼ି , ମୃଦୁ ପାନୀୟ ଆଦି ଖାଦ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଉଚିତ।

-ଭାଇରାଲ ଇନଫେକନର ଶିକାର ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ଗର୍ଭଧାରଣ ସମୟରେ ଅଧିକ ପ୍ରଦୂଷଣଯୁକ୍ତ ସ୍ଥାନକୁ ଯିବା ଅନୁଚିତ୍ ।

-ପେଟ ଖାଲି ନଖିବା ଅର୍ଥାତ୍ ଭୋକ ଲାଗିବା କ୍ଷଣି ଖାଦ୍ୟ ଖାଇବା ଆବଶ୍ୟକ ଏବଂ ଏହି ସମୟରେ କୌଣସି ଉପାସ ବ୍ରତ ନକରିବା ଉଚିତ୍ ।

Sonalisa

Recent Posts

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

18 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

29 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

46 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

56 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

1 hour ago