ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇବା ପାଇଁ ଶଙ୍ଖର କରନ୍ତୁ ଏପରି ପୂଜା

ହିନ୍ଦୁ ଧର୍ମରେ ମାର୍ଗଶୀର ମାସରେ ଶଙ୍ଖ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି ବୋଲି କୁହାଯାଏ। ମାର୍ଗଶୀର ମାସରେ କୌଣସି ବି ଶଙ୍ଖକୁ ଭଗବାନ ଶ୍ରୀକ୍ରୁଷ୍ଣଙ୍କର ପଞ୍ଚଜନ୍ୟ ଶଙ୍ଖ ଭାବି ତାହାର ପୂଜା-ଅର୍ଚ୍ଚନା କରିବା ଆବଶ୍ୟକ। ଏହାକୁ ପୂଜା କରିବା ଦ୍ବାରା ମନୁଷ୍ୟଙ୍କର ସମସ୍ତ ଇଚ୍ଛା ପୂରା ହୋଇଯାଇଥାଏ। ସେହିଭଳି ବିଷ୍ଣୁ ପୁରାଣ ଅନୁସାରେ ଶଙ୍ଖ ସମୁଦ୍ର ମନ୍ଥନ ସମୟରେ ୧୪ଟି ରତ୍ନ ମଧ୍ୟରୁ ମିଳିଥିଲା। ଏହି ରତ୍ନକୁ ସୁଖ-ସୌଭାଗ୍ୟର ବ୍ରୁଦ୍ଧି ପାଇଁ ନିଜ ଘରେ ରଖି ପୂଜା କରିବା ଶୁଭ ବୋଲି ଧରାଯାଏ।
କେମିତି କରିବେ ପୂଜା

-ସର୍ବପ୍ରଥମେ ସକାଳୁ ଉଠି ସ୍ନାନ କରି ସ୍ବଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ଏକ ପାତ୍ର ଉପରେ ଶଙ୍ଖ ରଖନ୍ତୁ। ଏହା ପରେ ଶଙ୍ଖକୁ କଞ୍ଚା କ୍ଷୀର କିମ୍ବା ଜଳରେ ସ୍ନାନ କରାନ୍ତୁ ଏବଂ ସଫା କପଡାରେ ତାହାକୁ ପୋଛି ଦିଅନ୍ତୁ।

-ଏହାପରେ ଘିଅର ଦୀପ ଜଳାଇ ଧୂପ ଲଗାନ୍ତୁ। ଶଙ୍ଖ ଉପରେ କ୍ଷୀର ଏବଂ କେସରର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଘୋଳରେ ଶ୍ରୀ ଏକାକ୍ଷରୀ ମନ୍ତ୍ର ଲେଖନ୍ତୁ। ତାହାକୁ ଚାନ୍ଦୀ କିମ୍ବା ତମ୍ବା ପାତ୍ରରେ ସ୍ଥାପନା କରି ଦିଅନ୍ତୁ।

-ଏହାପରେ ଶଙ୍ଖ ପୂଜା କରିବାର ମନ୍ତ୍ର ଜପ କରି କୁଙ୍କୁମ, ଚାଉଳ ଅର୍ପଣ କରି ଧଳା ଫୁଲ ଚଢ଼ାନ୍ତୁ।

Pritiparna

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

2 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

5 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

12 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

38 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

47 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago