ଲାଇଫ୍ ଷ୍ଟାଇଲ୍

ମଙ୍କି ପକ୍ସ ହୋଇଥିଲେ ପିଲାଙ୍କୁ ବଞ୍ଚାନ୍ତୁ ଏପରି, ଲକ୍ଷଣ ଦେଖିଲେ ଡରନ୍ତୁ ନାହିଁ,କରନ୍ତୁ ଏହି ଉପାୟ

କରୋନା ପରେ ମଙ୍କିପକ୍ସ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ଯାହା ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି । ଯଦି ଆପଣଙ୍କ ଶିଶୁ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖୁଛନ୍ତି,ତେବେ ଡରନ୍ତୁ ନାହିଁ ।ଏହି ରୋଗ ବିଶେଷକରି ୧ ରୁ ୫ ବର୍ଷର ଶିଶୁଙ୍କ ଠାରେ ଅଧିକ ଦେଖାଯାଉଛି । ବରଂ ଏହି ଉପାୟ ଆପଣାନ୍ତୁ ଓ ଶିଶୁର ଯତ୍ନ ନିଅନ୍ତୁ ।

କ’ଣ ମଙ୍କିପକ୍ସ ଭାଇରସ

ମଙ୍କିପକ୍ସ ଭାଇରସ ଏକ ଅଲଗା ପ୍ରକାରର ଭାଇରାଲ ସଂକ୍ରମଣ । ୧୯୫୮ ମସିହାରେ ପ୍ରଥମ ଥର ପାଇଁ ଏହି ଭାଇରସ ଦେଖିବାକୁ ମିଳିଥିଲା । ୧୯୭୦ ରେ ଏହର ପ୍ରଥମ ମାମଲା ଦେଖାଯାଇଥିଲା । ଏହି ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇଥାଏ । ଏହାର ସଂକ୍ରମଣ ସାଧାରଣତଃ ୧୪ ରୁ ୨୧ ଦିନ ଯାଏ ରହିଥାଏ ।

ମଙ୍କିପକ୍ସ ର ଲକ୍ଷଣ

• ବାରମ୍ବାର ଉଚ୍ଚ ତାପମାତ୍ରା ଆସିଥାଏ ।

ପିଠି ଓ ଶରୀରର ମାଂସପେଶୀୟୋରେ ଦରଜ ଦେଖା ଦେଇଥାଏ ।

ଚର୍ମ ଉପରେ ଫଳି ଯିବା ।
ଗଳା ଖରାପ ହେବା ।

ବାରମ୍ବାର କାସ ହେବା ।

ଏମିତି କରନ୍ତୁ ଶିଶୁର ସୁରକ୍ଷା

୧. ସଂକ୍ରମଣ ସନ୍ଦେହ ହେଲେ ତୁରନ୍ତ ପିଲାକୁ ସଂଗରୋଧ କରନ୍ତୁ ।

୨. ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

୩. ଅନ୍ୟ ଠାରୁ ଦୂରତା ରଖିବା ପାଇଁ ଶିଶୁକୁ ଶିଖାନ୍ତୁ ।

୪. ହାତକୁ ଭଲ ଭାବେ ସଫା କରନ୍ତୁ । ଆଖି,ନାକ ଓ ଶରୀରର ଅନ୍ୟ ଅଂଗକୁ ଛୁଅନ୍ତୁ ନାହିଁ ।

୫. ଶିଶୁକୁ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ । ପିଲାଙ୍କୁ ଅଧିକ ପାଣି ପିଇବାକୁ ଦିଅନ୍ତୁ ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

3 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

5 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

6 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

6 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

6 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

6 hours ago