ବିବାହରେ ବିଳମ୍ବ ହେଉଛି କି ? ତେବେ ଆପଣାନ୍ତୁ ଏହି ୫ ବାସ୍ତୁ ଟିପ୍ସ

ହିନ୍ଦୁ ଧର୍ମରେ ଦୁଇଟି ଆତ୍ମାର ମିଳନକୁ ବିବାହ ବୋଲି କୁହାଯାଏ। ବିବାହକୁ ହିନ୍ଦୁ ଶାସ୍ତ୍ରରେ ବହୁତ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କୁହାଯାଏ ଯେ ଯୋଡି ଉପରୁ ଅଥବା ଭଗବାନ ବନାଇ ପଠାଇଥାନ୍ତି। ପ୍ରୁଥିବୀକୁ ଆସି ସେମାନଙ୍କର ମିଳନ ହୋଇଥାଏ। କିଛି ବ୍ୟକ୍ତିଙ୍କର ବିବାହରେ ବିଳମ୍ବ ହୋଇଥାଏ। ଜଣା-ଅଜଣାରୁ କିଛି କାରଣରେ ବିବାହ ଠିକ ହୋଇପାରିନଥାଏ। ଏହି ବିଳମ୍ବକୁ ଶେଷ କରିବା ପାଇଁ କିଛି ଲୋକ ବାସ୍ତୁ ଟିପ୍ସ ଆପଣେଇଥାନ୍ତି। ଆଜି ଆମେ ଆପଣଙ୍କୁ ବିବାହରେ ହେଉଥିବା ବିଳମ୍ବକୁ ଶେଷ କରିବା ପାଇଁ କିଛି ଲୋକ ବାସ୍ତୁ ଟିପ୍ସ ଆଣେଇଥାନ୍ତି। ଆଜି ଆମେ ଆପଣଙ୍କୁ ବିବାହରେ ହେଉଥିବା ବିଳମ୍ବକୁ ଶେଷ କରିବା ପାଇଁ ପାଞ୍ଚଟି ଉପାୟ ଜଣାଇବୁ। ଏହି ଉପାୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

-ବିବାହରେ ବିଳମ୍ବ ଅନେକ ଥର ଜାତକରେ ମଙ୍ଗଳ ଦଶା ଖରାପ ହେବା କାରଣରୁ ହୋଇଥାଏ। ଏହାକୁ ଦୂର କରିବା ପାଇଁ ଘରର ରୁମର କବାଟକୁ ଲାଲ କିମ୍ବା ଗୋଲାପି ରଙ୍ଗ କରିଦେବା ଆବଶ୍ୟକ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହାଦ୍ବାରା ଜାତକରେ ମଙ୍ଗଳ ଦଶା ମଜବୁତ ହୋଇଥାଏ।

-ବାସ୍ତୁଶାସ୍ତ୍ରରେ କୁହାଯାଇଛି ବିବାହ ପାଇଁ ପାର୍ଥିଙ୍କୁ ନିଜ ରୁମରେ ଖାଲି ଟାଙ୍କି କିମ୍ବା ବଡ ବାସନକୁ ବନ୍ଦ କରି ରଖିବା ଉଚିତ ନୁହେଁ।

-ବିବାହ ଯୋଗ୍ୟ ଯୁବକ ଏବଂ ଯୁବତୀଙ୍କୁ ନିଜ ବେଡ ତଳେ ଲୁହାର ଜିନିଷ ରଖିବା ଉଚିତ ନୁହେଁ। ଏହାକୁ ବାସ୍ତୁଶାସ୍ତ୍ରରେ ଅନୁଚିତ ବୋଲି କୁହାଯାଇଛି।

-ବାସ୍ତୁ ଅନୁସାରେ ବିବାହ ପାଇଁ ପାତ୍ର କିମ୍ବା ପାତ୍ରୀ ଦେଖିବା ସମୟରେ ଯୁବକ ଏବଂ ଯୁବତୀଙ୍କୁ ଦକ୍ଷିଣ ଦିଗ ଆଡକୁ ମୁହଁ କରି ବସିବା ଉଚିତ ନୁହେଁ। ଦକ୍ଷିଣ ଦିଗକୁ ମଙ୍ଗଳ କାର‌୍ୟ୍ୟ ପାଇଁ ଅଶୁଭ ବୋଲି କୁହାଯାଇଛି।

-ଯୁବକ- ଯୁବତୀଙ୍କୁ ହଳଦ୍ରିା ରଙ୍ଗର କପଡା ବା ଦ୍ରବ୍ୟ ଅଧିକ ବ୍ୟବହାର କରିବା ଆବଶ୍ୟକ। ହଳଦିଆ ରଙ୍ଗକୁ ଗୃହସ୍ଥ ଜୀବନରେ ଖୁସିର ସଂକେତ ବୋଲି କୁହାଯାଏ।

Pritiparna

Recent Posts

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି…

19 mins ago

ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ ଲୋକଙ୍କ କମେଣ୍ଟ ନେଉଥିଲେ ୟୁଟ୍ୟୁବର, ରାଗରେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

ଭାରତ-ପାକିସ୍ତାନ ମଧରେ ଜୁନ୍‌ ୯ ତାରିଖ ନ୍ୟୁୟର୍କରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ୬…

25 mins ago

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି…

35 mins ago

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ।…

39 mins ago

ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ…

48 mins ago

ବଦଳିଲା ଛୁଟି ନିର୍ଦ୍ଦେଶନାମା, ଛୁଟିରେ ଥିଲେ ବି ଫୋନ ଯୋଗେ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଅଧିକାରୀଙ୍କୁ ଛୁଟି ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ । ୩୦ ଜୁନ୍ ଯାଏ ସରକାରୀ ଅଧିକାରୀଙ୍କୁ ଛୁଟି…

56 mins ago