ଶରୀରରେ ଇମ୍ୟୁନିଟ କମ୍ ହେଲେ ଅନେକ ରୋଗ ମାଡିବସିଥାଏ। ଆଉ ଏବେ ତ କରୋନା ମହାମାରୀ ସମୟ ଚାଲିଛି। ଏହି ସମୟରେ ଶରୀରକୁ ରୋଗ ପ୍ରତିରୋଧକ କ୍ଷମତା ଅର୍ଥାତ୍ ଇମ୍ୟୁନିଟିକୁ ଶକ୍ତିଶାଳୀ କରିଥାଏ। ଅନେକ ଲୋକ ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଖୋଜୁଛନ୍ତି।
ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଇମ୍ୟୁନିଟିକୁ ବୁଷ୍ଟ କରିବା ପାଇଁ ଆୟୁର୍ବେଦିକ କାଢା ବା ଚା ପିଇବାକୁ ପରାମର୍ଶ ଦେଇଛି। ଏହାଛଡା ଲୋକଙ୍କୁ ଗରମ ପାଣି ପିଇବା ଉଚିତ ବୋଲି ପରାମର୍ଶ ମିଳିଛି। କିପରି ଇମ୍ୟୁନିଟି୍ ବଢାଇ ହେବ ଏହାକୁ ନେଇ ସମେସ୍ତ ଉପାୟ ଖୋଜୁଛନ୍ତି। ଆପଣ ଏମିତି ଘରୋଇ ଉପାୟ ଅବଲମ୍ବନ କରି ଇମ୍ୟୁନିଟି ବୁଷ୍ଟ କରିପାରିବେ। ଏମିତି ଦୁଇଟି ଚା’ ରହିଛି ଯାହା ଆପଣଙ୍କ ଇମ୍ୟୁନିଟିକୁ ବୁଷ୍ଟ କରିଥାଏ। ଆସନ୍ତୁ ଜାଣିବା… କେମିତି ବନାଇବା ଏହି ଚା’…
ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ଏହାକୁ ପୁରାତନ ଯୁଗରେ ବ୍ୟବହାର କରାଯାଉଥିଲା। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ପାଣିକୁ ଗରମ କରିବା ପରେ ସେଥିରେ ଚା’ପତି, ଲେମ୍ବୁ ରସ ଏବଂ ମହୁ ମିଶାଇ ଦିଅନ୍ତୁ। ତା’ ପରେ ଏଥିରେ ତେଜପତ୍ର, ଜୁଆଣି, ଗୋଲମରିଚ, ଲବଙ୍ଗ, ଗୁଜୁରାତି, ଅଦା, କଞ୍ଚା ହଳଦୀ ପକାଇ ସିଝାଇ ଦିଅନ୍ତୁ। ଏହା ଭଲଭାବେ ସିଝିବା ପରେ ଛାଣି ପିଅନ୍ତୁ।
ଏହି ଚା’କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଣିକୁ ଗରମ କରି ଚା’ ପତି, ଚିନି, ମୁଲେଠି ଏବଂ ଅଦା ପକାଇ ସିଝାନ୍ତୁ। ଏହାକୁ ଘୋଡାଇ ୨ ମିନିଟ୍ ପର୍ଯ୍ୟନ୍ତ ସିଝିବା ପରେ କାଢି ପିଅନ୍ତୁ।
ଏହି ଦୁଇଟି ଚା’କୁ ନିୟମିତ ପିଇବା ଦ୍ୱାରା ଇମ୍ୟୁନିଟ୍ ବୁଷ୍ଟ ହୋିଥାଏ। ଯାହା ଆପଣଙ୍କ ବିଭିନ୍ନ ପ୍ରକାର ରୋଗକୁ ପ୍ରତିରୋଧ କରିଥାଏ।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…