ଲାଇଫ୍ ଷ୍ଟାଇଲ୍

ଅଧିକ ଚିନି ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ନଚେତ ହୋଇପାରେ ଏହି ପରି ସମସ୍ୟା

ବର୍ତ୍ତମାନ ଲାଇଫ୍‌ ଷ୍ଟାଇଲ୍‌ରେ ଅନେକ ପ୍ରକାରର ସମସ୍ୟା ଦେଖାଯାଉଛି । ସେଥିପାଇଁ ଆମକୁ ଆମ ପ୍ରତି ଦିନର ଖାଦ୍ୟ ପେୟ ଠିକ୍‌ ରଖିବା ଉଚିତ୍‌ । ଏହା ବ୍ୟତୀତ କୁହାଯାଏ ଯେ କମ୍‌ ମାତ୍ରାରେ ଚିନି ଆପଣଙ୍କ ପାଇଁ ଠିକ୍‌ ହୋଇଥାଏ । ହେଲେ ଚିନି ଅଧିକ ଖାଇବା ଦ୍ୱାରା ଓଜନ ବଢି ପାରେ । ଏହା ଦ୍ୱାରା ଟାଇପ୍‌ ୨ ଡାଇବେଟିଜ୍‌ ରୋଗ ଏବଂ ଅନ୍ୟ କେତେକ ଗମ୍ଭୀର ରୋଗ ମଧ୍ୟ ହୋଇପାରେ ।

ମାରୀନିରା ସସ୍‌ ରୁ ପନିର ବଟର ପର୍ଯ୍ୟନ୍ତ ….. ବଜାରରେ ଉପଲବ୍ଧ ହେଉଥିବା ଦ୍ରବ୍ୟରେ ବହୁତ ଚିନି ମିଳିଥାଏ । ତେବେ କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଧିକାଂଶ ଲୋକ ଖାଦ୍ୟ ଏବଂ ସ୍ନାକ୍ସ ପାଇଁ ବଜାରରେ ମିଳୁଥିବା ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଯେହେତୁ ଏହି ଦ୍ରବ୍ୟରେ ଅଧିକ ଚିନି ମିଳିଥାଏ ।

ଯୁକ୍ତରାଷ୍ଟ୍ର ଆମେରିକାରେ ହାରାହାରି ବୟସ୍କ ଲୋକମାନେ ପ୍ରତିଦିିନ ପାଖାପାଖି ୧୭ ଚାମଚ ଚିନି ଖାଇଥାନ୍ତି । ତେବେ ୨୦୦୦ କ୍ୟାଲୋରୀ ଡାଏଟ ପାଳନ କରୁଥିବା ବୟସ୍କ ଲୋକ ପୁରା ୧୪% କ୍ୟାଲୋରୀ ସେବନ କରନ୍ତି ।

ଅଧିକ ଚିନି ଖାଇବା ଦ୍ୱାରା ଶରୀର ଉପରେ ଏହି ପ୍ରଭାବ ପଡିଥାଏ :
ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ଚିନି ଖାଇବା ଦ୍ୱାରା ମଣିଷ ମୋଟା ହୋଇଥାଏ ଏବଂ ଅନ୍ୟାନ ରୋଗ ମଧ୍ୟ ହୋଇପାରେ । ଯାହା ଟାଇପ୍‌ ୨ ଡାଇବେଟିଜ୍‌ ରୋଗର ଏକ ପ୍ରମୁଖ କାରଣ ହୋଇପାରେ । ଏଥିପାଇଁ ଡାଏଟାରୀଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତିଦିନ ୧୦%ରୁ କମ୍‌ ଚିନି ସେବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକ ଚିନି ଖାଇବା ଦ୍ୱାରା ଶରୀର ଅଧିକ ଖରାପ ହୋଇପାରେ ।

ଅଧିକ ଚିନି ଖାଇବା ଯୋଗୁଁ ଓଜନ ବଢି ପାରେ :
ସମଗ୍ର ଦୁନିଆରେ ମୋଟାପଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ତେବେ କେତେକ ଅନୁସନ୍ଧାନରୁ ଜାଣପଡିଛି ଯେ ଚିନି ଯୋଗୁଁ ଅଧିକ ଲୋକ ମୋଟା ହୋଇଥାନ୍ତି । ସୋଡା, ଜୁସ୍‌ ଏବଂ ମିଠା ଭଳି ଜିନିଷରେ ସାଧାରଣତଃ ଚିନି ଭରପୁର ଥାଏ । ଏହି ସବୁ ଖାଦ୍ୟ ସେବନ କରିବା ଦ୍ୱାରା ଭୋକ ଏବଂ ଭୋଜନର ଇଚ୍ଛା ବଢିଥାଏ । ତେବେ ଏହା ଦ୍ୱାରା ଓଜନ ବଢି ପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ ଶର୍କରା ଯୁକ୍ତ ପଦାର୍ଥ ସେବନ କରିବା ଦ୍ୱାରା ଓଜନ ବଢିବା ସହ ଟାଇପ୍‌ ୨ ଡାଇବେଟିଜ୍‌ ରୋଗର ବିପଦ ବଢିଥାଏ । ଏଥିପାଇଁ ଆପଣ ଡାଇବେଟିଜ୍‌ ଏବଂ ହାର୍ଟ ଆଟାକ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ହାର୍ଟ ଆଟାକ ସମସ୍ୟା ବଢିପାରେ :
ଅଧିକ ଚିନି ଖାଇବା ଦ୍ୱାରା ଅନେକ ରୋଗର ସମସ୍ୟା ବଢିପାରେ । ଯେଉଁଥିରେ ହାର୍ଟ ଆଟାକ ମଧ୍ୟ ସାମିଲ ଅଛି । ସାରା ଦୁନିଆରେ ହାର୍ଟ ଆଟାକରେ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ ହୋଇଥାଏ ।

ଅତ୍ୟଧିକ ଚିନି ଖାଇବା ଦ୍ୱାରା ମୋଟା ହେବା ସହ ହାଇ ଟ୍ରାଇଗ୍ଲାଇସରାଇଡ୍‌, ରକ୍ତ ଶର୍କରା ଏବଂ ରକ୍ତଚାପ ସ୍ତର ଭଳି ସମସ୍ୟା ବଢିପାରେ ।
ଅଧିକ ଚିନି ଖାଇବା ଦ୍ୱାରା ହାର୍ଟ ଜନିତ ରୋଗ ବଢିଥାଏ । ଏଥିସହ ଷ୍ଟ୍ରୋକର ବିପଦ ମଧ୍ୟ ବଢିଥାଏ ।

ଅତ୍ୟଧିକ ଚିନି ଖାଇବା ଦ୍ୱାରା ଡାଇବେଟିଜ୍‌ ରୋଗର ବିପଦ ବଢିଥାଏ ।

 

 

 

KNews Bureau

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

26 mins ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

1 hour ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

3 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

3 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

4 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

4 hours ago