ଲାଇଫ୍ ଷ୍ଟାଇଲ୍

ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇବା ପାଇଁ ପ୍ରତିଦିନ ପିଅନ୍ତୁ ଅଦା ପାଣି, ଜାଣନ୍ତୁ ବନାଇବାର ବିଧି ଏବଂ ଫାଇଦା

ଭାରତୀୟ ବ୍ୟଞ୍ଚନରେ ଅଦା ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଅଦାରେ ପ୍ରସ୍ତୁତ ଚା’ ବି ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏମିତିରେ ଅଦା କେବଳ ଖାଇବା ପାଇଁ ନୁହେଁ, ସ୍କିନ୍‌ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇଁ ଅଦା କୌଣସି ବରଦାନଠାରୁ କମ୍‌ ନୁହେଁ। ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇବା ପାଇଁ ମହିଳାମାନେ ଅନେକ ଘରୋଇ ଉପାୟ ଆପଣାଇ ଥାଆନ୍ତି। କିନ୍ତୁ କୌଣସି ପ୍ରଭାବ ନଜର ଆସି ନ ଥାଏ। ଯଦି ଆପଣ ଅଦା ପାଣି ବ୍ୟବହାର କରିବେ, ତା’ହେଲେ ଗ୍ଲୋଇଙ୍ଗ୍‌ ସ୍କିନ୍‌ ସହଜରେ ପାଇ ପାରିବେ। ଆସନ୍ତୁ ଜାଣିବା ଏ ବିଷୟରେ।

କେମିତି ବନାଇବେ ଅଦା ପାଣି

-ଖଣ୍ଡେ ଅଦା ନେଇ ତାହାକୁ ପାଣିରେ ସଫା କରି ଦିଅନ୍ତୁ।

-ଏବେ ଏହାକୁ ଛୋଟ ଛୋଟ କରି କାଟି ନିଅନ୍ତୁ।

-୧ ଗ୍ଲାସ୍‌ ପାଣି ସହିତ ଅଦା ଖଣ୍ଡଗୁଡ଼ିକୁ ପକାଇ ଧିମା ଆଞ୍ଚରେ ସିଝାନ୍ତୁ।

-୧୦ ମିନିଟ୍‌ ପରେ ପାଣି ଛାଣି ନିଅନ୍ତୁ। ଏଥିରେ ଆପଣ ମହୁ ମିଶାଇ ପିଇ ପାରିବେ।

ଜାଣନ୍ତୁ ଫାଇଦା

-ପ୍ରତିଦିନ ଅଦାର ଏହି ପାଣି ପିଇବା ଦ୍ୱାରା ଚେହେରାରେ ଗ୍ଲୋ ନଜର ଆସିଥାଏ। ଏହି ଡ୍ରିଙ୍କ୍‌କୁ ଦିନରେ କେବଳ ଦୁଇଥର ହିଁ ପିଅନ୍ତୁ। ଧ୍ୟାନ ରଖନ୍ତୁ, ଖରାଦିନେ ଏହି ଡ୍ରିଙ୍କ୍‌ ଅଧିକ ମାତ୍ରାରେ ସେବନ କରିବେ ନାହିଁ। ନଚେତ୍‌ ଏହାଦ୍ୱାରା ଆପଣଙ୍କୁ ଏସିଡିଟି ସମସ୍ୟା ହୋଇପାରେ।

-ଏହି ଡ୍ରିଙ୍କ୍‌ ଆପଣଙ୍କ ରକ୍ତକୁ ସଫା କରିଥାଏ। ଏହାଦ୍ୱାରା ସ୍କିନ୍‌ର ନୂଆ କୋଶିକାଗୁଡ଼ିକ ତିଆରି ହେବାର ପ୍ରକ୍ରିୟା ବଢ଼ିଯାଇଥାଏ। ଅଦା ପାଣି ପିଇଲେ ଚିହ୍ନ, ଦାଗ କମି ଯାଇଥାଏ ଏବଂ ତ୍ୱଚାରେ ଚମକ୍‌ ଆସିଥାଏ।

-ଅଦାରେ ଆଣ୍ଟି-ଅକ୍ସିଡେଣ୍ଟସ୍‌ ଭରପୂର ମାତ୍ରାରେ ରହିଛି। ଏହା ଆପଣଙ୍କ ତ୍ୱଚାକୁ ସମୟ ପୂର୍ବରୁ ବୁଢ଼ା ହେବାକୁ ଦିଏନାହିଁ। ଅର୍ଥାତ୍‌ ତ୍ୱଚାରେ ବୟସର ଛାପ ନଜର ଆସେନି।

-ଅଦା ପାଣି ପିଇଲେ ମୁଖ ଏବଂ ବେକର ନାଲି ବ୍ରଣ ସମସ୍ୟା ଦୂର ହୋଇଯାଇଥାଏ। କାରଣ, ଏହା ରକ୍ତ ସଫା କରିବା ସହିତ ଆପଣଙ୍କ ତ୍ୱଚାରେ ରକ୍ତ ବଢ଼ାଇବାର କାମ ବି କରିଥାଏ।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

22 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

30 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

45 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

51 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago