କାହିଁକି ଖାଆନ୍ତି ନାହିଁ ଚିକେନ ସହ କ୍ଷୀର, ଜାଣନ୍ତୁ ଏହା ପଛର କାରଣ

ଚିକେନ୍ ଏବଂ କ୍ଷୀରରେ ଅତ୍ୟଧିକ ପରିମାଣର ପ୍ରୋଟିନ ରହିଥାଏ। ଏଣୁ କ୍ଷୀର –ଦହି, ଚିକେନ୍-କ୍ଷୀର, ମାଛ-କ୍ଷୀର ଆଦିକୁ ଏକାସହ ଖାଇବାକୁ ମନା କରାଯାଇଥାଏ। କାରଣ ଏକା ସାଙ୍ଗରେ ଦୁଇଟି ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଚର୍ମ ଏବଂ ଶରୀର ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ। ସେହି ସମସ୍ୟା ଏପରି ରହିଥାଏ କି ତାହାର ଠିକ ହେବା ପ୍ରାୟତଃ ସମ୍ଭାବନା ରହିନଥାଏ। ତେବେ ଆଜି ଆମେ କାହିଁକି ଚିକେନ୍ ଏବଂ କ୍ଷୀରକୁ ଏକାସାଙ୍ଗରେ ଖାଇବା ଉଚିତ୍ ନୁହଁ ତାହା ପଛର କାରଣ କହିବାକୁ ଯାଉଛୁ।

ଦୈନିକ କ୍ଷୀରର ଏକ ବଡ଼ ଗ୍ଳାସ ପିଇବା ଦ୍ବାରା ଶରୀରକୁ ଅନେକ ଆବଶ୍ୟକୀୟ ପୋଷକ ମିଳିଥାଏ। ଏହା କ୍ୟାଲସିୟମ ରୁ ଆରମ୍ଭ କରି ଭିଟାମିନ୍ସ ଏବଂ ମିନେରାଲ୍ସ ପର‌୍ୟ୍ୟନ୍ତ ଶରୀରର ଅନେକ ଆବଶ୍ୟକତା ପୂରା କରିଥାଏ। କିନ୍ତୁ ଏହା ସହ ଚିକେନ୍ ଅଥବା ମାଛର ସେବନ ଶରୀରରେ ବିଷ ଭଳି କାମ କରିଥାଏ।

ମାଛ ବା ଚିକେନ ସହ କ୍ଷୀର ପିଇବା ଦ୍ବାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ। ଏହାଛଡ଼ା ଏହା ବିଟିଲିଗୋ ଭଳି ସମସ୍ୟାର କାରଣ ମଧ୍ୟ ପାଲଟିଥାଏ। ଏହି ସମସ୍ୟା କାରଣରୁ ଚର୍ମରେ ଧଳା ଦାଗ ଦେଖାଯାଇଥାଏ, ଯାହାର କୌଣସି ଚିକିତ୍ସା ଆଜି ଯାଏଁ ପ୍ରସ୍ତୁତ ହୋଇନାହିଁ।

ନିଶ୍ଚିତ ପଢ଼ନ୍ତୁ: ମାତ୍ର ୫ ଦିନ ଖାଅନ୍ତୁ ଓସ୍ତ ଗଛର ପତ୍ର ,କେବେ ହେବ ନାହିଁ ହୃଦଘାତର ସମସ୍ୟା

ବିଟିଲିଗୋ ଅଥବା ଲ୍ୟୁକୋଡର୍ମା ଶରୀରରେ ମିଳାମିନର ଅଭାବ ସୃଷ୍ଟି କରିଥାନ୍ତି। ଯାହା ଦ୍ବାରା ଚର୍ମରେ ମିଳାନୋସାଇଡର୍ସର ମାତ୍ରା ଶେଷ ହୋଇଥାଏ। ଏହା ଦ୍ବାରା ଚର୍ମ ସମସ୍ୟା ଦେଖାଦେଇଥାଏ। ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ରିସର୍ଚ୍ଚରେ ଏହି ରୋଗକୁ ଠିକ୍ କରିବାର କୌଣସି ଉପାୟ ମିଳିନାହିଁ। କିନ୍ତୁ ଯେଉଁବ୍ୟକ୍ତି ପ୍ରାୟତଃ ଚିକେନ ସହ କ୍ଷୀର ପିଇଥାନ୍ତି ତାଙ୍କ ନିକଟରେ ଏହି ଅସୁବିଧା ଦେଖାଦେଇଥାଏ ବୋଲି ଜଣାପଡିଛି।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

1 hour ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago