ହିସାର : ହୋଲିକା ଦହନ ଦିନ ଅର୍ଥାତ୍ ବୁଧବାର ସନ୍ଧ୍ୟା ସମୟରେ ହିସାରର ବାଲସମନ୍ଦ ଗ୍ରାମରେ ୬୦ ଫୁଟ ବୋରୱେଲ ଗାତରେ ୧୫ ମାସର ନଦୀମ ଦୀର୍ଘ ୪୯ ଘଣ୍ଟା ପର୍ୟ୍ୟନ୍ତ ଫସି ରହିଥିଲେ। ବହୁ କଷ୍ଟରେ ତାଙ୍କର ଉଦ୍ଧାର କାର୍ୟ୍ୟ ଶେଷ ହୋଇଛି। ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଆର୍ମି ଏବଂ ଏନଡିଅରଏଫର ଟିମ୍ ଶିଶୁଟିକୁ ବାହାର କରିଛନ୍ତି। ଉଦ୍ଧାର ପରେ ତାକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।
ଶିଶୁଟିର ଉଦ୍ଧାର ପରେ ସେଠାରେ ଉପସ୍ଥିତ ଲୋକ ତାଳି ମାରି ଯବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ନଦୀମଙ୍କ ଚିକିତ୍ସା ପରେ ସେ ଏବେ ସୁରକ୍ଷିତ ଥିବା ଡାକ୍ତର କହିଛନ୍ତି। କିନ୍ତୁ ସୁରକ୍ଷାକ ନଜରରେ ରଖି ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ନଦୀମ ତାଙ୍କ ଭଉଣୀଙ୍କ ସହ ଖେଳୁଥିବା ସମୟରେ ଗାତରେ ପଡିଯାଇଥିବା ଜଣାପଡିଛି।
ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…
ଭୁବନେଶ୍ଵର(କେନ୍ୟୁଜ୍): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…
ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…
ଗଞ୍ଜାମ(କେନ୍ୟୁଜ୍): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…
ଭୁବନେଶ୍ୱର(କେନ୍ୟୁଜ୍): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…
ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…