ଦେଶ ବିଦେଶ

୩୦୦ଫୁଟ ତଳୁ ପିଲାଟିକୁ ଉଦ୍ଧାର କଲା ଭାରତୀୟ ବାୟୁସେନାର ହେଲିକପ୍ଟର

କର୍ଣ୍ଣାଟକ ନନ୍ଦୀ ପାହାଡରେ ୩୦୦ଫୁଟ ତଳକୁ ଖସିପଡିଥିବା ୧୯ବର୍ଷ ବୟସ୍କ ଟ୍ରେକରଙ୍କୁ ଉଦ୍ଧାର କରାଯାଇଛି । ରବିବାର ସଂନ୍ଧ୍ୟାରେ ଭାରତୀୟ ବାୟୁସେନା ଓ ଚିକ୍କାଲାଲାପୁର ପୋଲିସର ମିଳିତ ଭାବରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଛାତ୍ର ନିଶଙ୍କଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନା ଏକ ଏମଆଇ ୧୭ ହେଲିକପ୍ଟର ବ୍ୟବହାର କରିଥିଲା । ଜଣାପଡିଛି କି ପଥର ଖୋଲ ମଧ୍ୟରେ ଫସିରହିଥିବା ଯୁବକଙ୍କ ସହ ଏସଓଏସ ବାର୍ତ୍ତା ଯୋଗେ ଯୋଗାଯୋଗ କରାଯାଇଥିଲା ।

ଏହି ସମ୍ବେଦନଶୀଳ ଘଟଣା ଦେଖି ଏକ ଏମଆଇ ୧୭ ହେଲିକପ୍ଟର ତୁରନ୍ତ ପହଞ୍ଚିବା ପରେ ତୀବ୍ର ଅନୁସନ୍ଧାନ ଓ ସ୍ଥାନୀୟ ପୋଲିସର ସହାୟତାରେ ଫସି ରହିଥିବା ପିଡୀତଙ୍କୁ ଖୋଜିବାରେ ସଫଳତା ମିଳିଥିଲା । ସଂଗେ ସଂଗେ ହେଲିକପ୍ଟର ଯୋଗେ ତାକୁ ଉଦ୍ଧାର କରିଥିଲା ଏହି ଚେଷ୍ଟା ।

ବିମାନରେ ଥିବା ବାୟୁସେନାର ଡାକ୍ତରୀ ସହାୟକଙ୍କ ସହାୟତାରେ ପ୍ରଥମେ ବାୟୁସେନା ଷ୍ଟେସନ ୟେଲାହଙ୍କାକୁ ନିଆଯାଇଥିଲା । ଯୁବକର ପ୍ରାଥମିକ ଭାବରେ ଚିକିତ୍ସା କରିବା ପରେ ତାକୁ ନିକଟସ୍ଥ ସିଭିଲ ହସ୍ପିଟାଲକୁ ନିଆୟାଇଥିଲା ।

KNews Bureau

Recent Posts

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

12 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

25 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago