କେନ୍ୟୁଜ୍ (ବ୍ୟୁରୋ): ଭାରତରେ ଉପରମୁହାଁ କରୋନା ମୃତ୍ୟୁ । ଗତକାଲି ୮୭୧ ଜୀବନ ନେଇଛି ମହାମାରୀ । ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ। ଗୋଟିଏ ଦିନରେ ଯାଇଛି ୧୦୩ ଜୀବନ । କେରଳରେ ୯୪, କର୍ଣ୍ଣାଟକରେ ୫୦ ଜୀବନ ଯାଇଛି । ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ବଢ଼ିବା ଚିନ୍ତା ବଢ଼ାଉଛି । ଗତ କିଛି ଦିନ ହେବ ଦେଶରେ ୩ ଲକ୍ଷ ତଳେ ରହୁଛି ସଂକ୍ରମଣ ।
ଗତକାଲି ପୂର୍ବଦିନଠାରୁ ପ୍ରାୟ ୧୫ ହଜାର କମ୍ କେସ୍ । ୨୪ ଘଣ୍ଟାରେ ୨ଲକ୍ଷ ୩୫ ହଜାର ୫୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ହାର ମଧ୍ୟ ୧୩.୩୯ ପ୍ରତିଶତକୁ ଖସିଛି । କିନ୍ତୁ ଗତ କିଛି ଦିନ ହେବ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ବୁଧବାର ୬୬୫, ଗୁରୁବାର ୩୮୪ଜଣଙ୍କ ଜୀବନ ନେଇଥିଲା ମାରାତ୍ମକ ଭାଇରସ୍। ଶୁକ୍ରବାର ମୃତ୍ୟୁ ସଂଖ୍ୟା ୬୨୭ ଥିଲା। ଶନିବାର ୮୭୧ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…