ଟେକ୍

Facebook Messengerରେ ଆସିଲା ବଢ଼ିଆ ଫିଚର, ମେସେଜର ସ୍କ୍ରୀନସଟ୍‌ ନେଲେ ମିଳିବ ଆଲର୍ଟ

ଫେସବୁକ୍‌ ମେସେଞ୍ଜର ନିକଟରେ ଅନେକ ଫିଚର୍ସକୁ ଜାରି କରିଥିଲା। ଏଥିରେ ଫେସବୁକ ମେସେଞ୍ଜରକୁ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପଟେଡକୁ ମଧ୍ୟ ସପୋର୍ଟ ଦିଆଯାଇଛି। ଏହାବ୍ୟତୀତ ଏଥିରେ ସ୍କ୍ରୀନସଟ ଡିଟେକସନ୍‌ ଫିଚର ମଧ୍ୟ ଜାରି କରାଯାଇଛି। ସ୍କ୍ରୀନସଟ୍‌ ଡିଟେକସନ୍‌ ଫିଚରର ଅପେକ୍ଷା ହ୍ଵାଟସଆପ ୟୁଜର୍ସ ବହୁତ ଦିନ ଧରି ଅପେକ୍ଷା କରିଥିଲେ। କିନ୍ତୁ ଏହାକୁ ଫେସବୁକ ମେସେଞ୍ଜର ୟୁଜର୍ସଙ୍କ ପାାଇଁ ଜାରି କରାଯାଇଛି। ଏହାଛଡା ମେସେଜ ରିଆକସନ ଫିଚର ମଧ୍ୟ ଜାରି କରାଯାଇଛି।

ପୂର୍ବ ରିପୋର୍ଟ ଅନୁଯାୟୀ ହ୍ଵାଟସଆପ୍‌ ବହୁତ ଦିନ ଧରି ମେସେଜ୍‌ ରିଆକସନ ଫିଚରକୁ ଟେଷ୍ଟ କରିଥିଲା, କିନ୍ତୁ ଏହାକୁ ବି ଫେସବୁକ ମେସେଞ୍ଜର ପାଇଁ ପୂର୍ବରୁ ଜାରି କରିଦିଆଯାଇଥିଲା। ଅବଶ୍ୟ ଏହି ଫିଚରକୁ ଫେସବୁକ ମେସେଞ୍ଜରରେ ଜାରି କରିବା ପରେ ଆଶା କରାଯାଉଛି ଯେ ହ୍ଵାଟ୍ସଆପରେ ବି ମଧ୍ୟ ଏହି ଫିଚର୍ସ ଆସିପାରେ।

ଫେସବୁୁକ ମେସେଞ୍ଜର ପାଇଁ ସ୍କ୍ରୀନସଟ୍‌ ଡିଟେକସନ୍‌ ଫିଚର ବହୁତ ରୋଚକ ରହଛି। ଏହାଦ୍ୱାରା ଯଦି ମେସେଞ୍ଜରରେ କିଏ ଆପଣଙ୍କ ଡିସଆପିୟରିଂ ମେସେଜର ସ୍କ୍ରୀନସଟ ନେଉଛନ୍ତି ତାହେଲେ ଆପଣଙ୍କୁ ଏହା ବିଷୟରେ ଆଲର୍ଟ ମିଳିବ।
ଏହି ଫିଚରକୁସମସ୍ତଙ୍କ ପାଇଁ ବହୁତ ଜଲଦି ଜାରି କରିଦିଆଯିବ। ଏହାବ୍ୟତୀତ ମେସେଜ ରିଆକସନ୍‌ ଫିଚରକୁ ମଧ୍ୟ ଜାରି କରାଯାଉଛି। ମେସେଞ୍ଜରର ଏହି ଫିଚରରେ ଆପଣ କୌଣସି ମେସେଜକୁ ରିଆକ୍ଟ କରିପାରିବେ।

ଏଥିପାଇଁ ମେସେଜ ଉପରେ ଟ୍ୟାପ୍‌ କରି ହୋଲଡ୍‌ କରିବାକୁ ହେବ। ହ୍ଵାଟସଆପରେ ମଧ୍ୟ ବହୁତ ଜଲଦି ଏହି ଫିଚରକୁ ଜାରି କରାଯାଇପାରେ। କମ୍ପାନୀ ଏହି ଫିଚରକ ଟେଷ୍ଟ କରୁଛି। ଏହାଛଡା ମେସେଞ୍ଜରରେ ଭେରିଫାଏଡ ବ୍ୟାଜର ମଧ୍ୟ ଅପ୍ସନ ମିଳିବ। ଯେଉଁଥିରେ ଲୋକମାନେ ଫେକ ଏବଂ ଅଥେଣ୍ଟିକ ଆକାଉଣ୍ଟରେ ପାର୍ଥକ୍ୟ ପାଇବେ।

Pritiparna

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

4 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

12 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

30 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

32 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago