ହସପିଟାଲରୁ ଘରକୁ ଯାଉଥିବା ଜଣେ ୯୧ ବର୍ଷିୟା ମହିଳା କଲେ ଜବରଦସ୍ତ ଡ୍ୟାନ୍ସ, ଯାହାକୁ ଦେଖି ଆପଣ ବି କହିବେ ‘ଗୋଟେ ଖୁସି ଆଉ’

ବହୁତ ଦିନ ଧରି ମେଡିକାଲରେ ରହିବା ପରେ ଘରକୁ ଯିବାର ଯେଉଁ ଖୁସି ଥାଏ, ତାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ୯୧ ବର୍ଷିୟା ମହିଳା। ବଢ଼ୁଥିବା ବୟସ ସହିତ ଅନେକ ଲୋକମାନେ ନିଜ ଜୀବନରେ ବଞ୍ଚିବା ହିଁ ଛାଡି ଦେଇଛନ୍ତି। ସେମାନଙ୍କ ଶରୀର ତାଙ୍କୁ କିଛି ବି କରାଇବାକୁ ଦେଇନଥାଏ କିନ୍ତୁ ଅନେକ ଏମିତି ଅଛନ୍ତି ଯେଉଁମାନେ ମସ୍ତିଷ୍କ ତାଙ୍କୁ କିଛି ନୂଆ କରାଇବାକୁ ଜବରଦସ୍ତ ଏନର୍ଜୀ ଦେଇଥାଏ।

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ୯୧ ବର୍ଷ ମହିଳାଙ୍କ ପାଖରେ ବୟସ ହାର ମାନିଛି। ତାଙ୍କ ଯୋଶ୍‌ ଆଗରେ ବୟସକୁ ଗୁଳି ମାରିଛନ୍ତି ସେ। ଏହି ୯୧ ବର୍ଷିୟା ବୟଷ୍କ ମହିଳାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ପୂରା ବ୍ଲାଷ୍ଟ କରୁଛି। ଭିଡିଓରେ ଜଣେ ମହିଳା ଯିଏ କି ବୟସରେ ଏକଦମ ଶେଷ ସୀମାରେ ଅଛନ୍ତି ସେ ଏମିତି ଡ୍ୟାନ୍ସ କରୁଛନ୍ତି ତାଙ୍କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

୯୧ ବର୍ଷିୟା ଜୁଲିଆ ବହୁତ ଦିନ ହେବ ଫିଜିଓଥେରାପୀ ସେଣ୍ଟରରେ ନିଜର ଚିକିତ୍ସା କରାଉଥିଲେ, ସେ ନିଷ୍ପତ୍ତି ନେଲେ ଯେ ସେ ନିଜର ଚାଲିବା ଷ୍ଟାଇଲକୁ ଡ୍ୟାନସିଙ୍ଗରେ ରିପ୍ଲେସ କରାଇବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମହିଳା ବହୁତ ଦିନ ଧରି ଚାଲି ପାରୁନଥିଲେ, ଫିଜିଓଥେରାପୀ ପରେ ସେ ଏମିତି ଡ୍ୟାନ୍ସ କରି ମେଡିକାଲ କତ୍ତୃପକ୍ଷଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରାଇଦେଇଛନ୍ତି।

1୧୫ ଜାନୁଆରୀରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୭୫,୦୦୦ରୁ ଅଧିକ ଥର ଦେଖାଯାଇସାରଲାଣି। ଜୁଲିଆଙ୍କ ଏହି ଡ୍ୟାନ୍ସ ଦେଖି ଲୋକମାନେ ବହୁତ ଖୁସି ହେବା ସହିତ ସମସ୍ତେ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘୯୨ ବର୍ଷରେ ଏହି ମହିଳାଙ୍କୁ ଏମିତି ଖୁସି ହେଉଥିବାର ଦେଖି ମୋତେ ବି ବହୁତ ଖୁସି ଲାଗୁଛି।

Pritiparna

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

5 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

16 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

44 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago