ଅର୍ଥନୈତିକ କାର୍ଯ୍ୟନୁଷ୍ଠାନ ଆରମ୍ଭ କଲା ଭାରତ, ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ପଦାର୍ଥ ଉପରେ ୨ଶହ ପ୍ରତିଶତ ବିହିଃଶୁଳ୍କ ବୃଦ୍ଧି

ଦିଲ୍ଲୀ(କେନ୍ୟୁଜ୍): ପାକିସ୍ତାନ ବିରୋଧରେ ଅର୍ଥନୈତିକ କାର୍ଯ୍ୟନୁଷ୍ଠାନ ମଧ୍ୟ ଆରମ୍ଭ କରିଲା ଭାରତ। ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ପଦାର୍ଥ ଉପରେ ୨ଶହ ପ୍ରତିଶତ ବିହିଃଶୁଳ୍କ ବୃଦ୍ଧି କରିଛି ଭାରତ। ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ମୋଷ୍ଟ ଫେଭରଡ୍‌ ନେସନର ମାନ୍ୟତା ହଟାଇ ଦିଆଯାଇଥିଲା ।

ଏହାପରେ କଷ୍ଟମସ୍‌ ଡ୍ୟୁଟି ବଢାଯାଇଛି। ସାଧାରଣତଃ ତାଜା ଫଳ, ସିମେଣ୍ଟ, ପେଟ୍ରୋଲିୟମ ପଦାର୍ଥ, ବଲ୍କ ମିନେରାଲ୍‌ସ ଏବଂ ଓର୍‌ ଓ ଚମଡା ଜାତୀୟ ପଦାର୍ଥ ପାକିସ୍ତାନଠାରୁ ଆମଦାନୀ କରୁଛି ଭାରତ। ଗତ ଆର୍ଥିକ ବର୍ଷରେ ପାକିସ୍ତାନ ଭାରତକୁ ୩ ହଜାର ୪୮୨ କୋଟି ଟଙ୍କାର ରପ୍ତାନୀ କରିଥିଲା। ବର୍ତ୍ତମାନ ଶୁଳ୍କ ବୃଦ୍ଧି ଫଳରେ ପାକିସ୍ତାନ କାରବାର ବାଧାପ୍ରାପ୍ତ ହେବ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

18 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

20 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago