ଏବେ ପୂରା ଦେଶ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ହେବାର ଶୁଭେଚ୍ଛା ଜଣାଉଛି। ଏହାରି ଭିତରେ ଅମୁଲ ଇଣ୍ଡିଆ ମଧ୍ୟ ବିରାଟ-ଅନୁଷ୍କାଙ୍କୁ ଏକ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛି। ଅମୁଲ ଇଣ୍ଡିଆ ଟୁଇଟରରେ ଏକ ସୁନ୍ଦର କାର୍ଟୁନ ସେୟାର କରିଛି। ଏହାସହିତ କ୍ୟାପସନ ଲେଖିଛି, ‘ଏହି ଡେଲିଭରୀ ତ ବୋଲ୍ଡ କରିଦେଲା। ଘରକୁ ତାକୁ ସ୍ୱାଗତ’।
କହି ରଖୁଛୁ, ବିରାଟ କୋହଲି ଓ ଅନୁଷ୍କା ଶର୍ମା ସୋମବାର ଏକ କନ୍ୟା ସନ୍ତାନର ମା’, ବାପା ହୋଇଛନ୍ତି। ଏ ନେଇ ବିରାଟ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ। ପୂର୍ବରୁ ମଧ୍ୟ ଅମୁଲ ଇଣ୍ଡିଆ ଅଗଷ୍ଟରେ ଅନୁଷ୍କାଙ୍କ ପ୍ରେଗ୍ନାନ୍ସି ଖବର ଉପରେ ଇନ୍ଷ୍ଟାଗ୍ରାମରେ ଏକ ସୁନ୍ଦର କାର୍ଟୁନ ସେୟାର କରିଥିଲା। ଏହାସହିତ ଅମୁଲ କ୍ୟାପସନ ଲେଖିଥିଲା, ‘ଓ୍ଵିରୁଷ୍କାଙ୍କ ଆଗମନ ହେବାକୁ ଯାଉଛି’।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…