ନୂଆଦିଲ୍ଲୀ : ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୧୦୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୧୫୮ ପଜିଟିଭ୍ । ବିଶେଷ କରି ୫ଟି ରାଜ୍ୟରେ ଦ୍ରୁତ ବଢୁଛି ସଂକ୍ରମଣ ।
ଗତ ୨୪ ଘଣ୍ଟାରେ କେରଳରୁ ସର୍ବାଧିକ ୩ହଜାର ୯୮ ସଂକ୍ରମିତ ବାହାରିଛନ୍ତି । ସେହିପରି ଦିଲ୍ଲୀରୁ ୧୫ଶହ ୨୭, ମହାରାଷ୍ଟ୍ରରୁ ୧ହଜାର ୮୬, ହରିୟାଣାରୁ ୮୫୫ ଓ ଉତ୍ତରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୫୪୯ ନୂଆ ଆକ୍ରାନ୍ତ । ମୋଟ୍ ୨୧ଟି ରାଜ୍ୟରୁ ନୂଆ ସଂକ୍ରମିତ ବାହାରିଛନ୍ତି । ୬ଟି ରାଜ୍ୟରୁ କେହି ସଂକ୍ରମିତ ବାହାରି ନାହାନ୍ତି । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୨୯ ଜୀବନ । ସଂକ୍ରମଣ ସହ ଉପରମୁହାଁ କୋଭିଡ୍ ଆକ୍ଟିଭ୍ କେସ୍ । ଦେଶରେ କରୋନା ସକ୍ରିୟ ମାମଲା ୫୦ ହଜାର ମୁହାଁ ହୋଇଛି । ଏବେ ମୋଟ୍ ଆକ୍ଟିଭ କେସ୍ ରହିଛି ୪୯ ହଜାର ୬୨୨ ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…