ଦେଶ ବିଦେଶ

ପୋଷା କୁକରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଲେ ଆର୍ମି ଅଫିସର

ଜମ୍ମୁ-କଶ୍ମୀରର ବାରମୁଲାରେ ନିଆଁ ଲାଗିବା ଘଟଣାରେ ଜଣେ ଆର୍ମି ଅଫିସରଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଗୁଲମାର୍ଗ ଅଞ୍ଚଳର। ରିପୋର୍ଟ ଅନୁଯାୟୀ ଆର୍ମି ଅଫିସର ନିଆଁରେ ଫସି ନିଜର ଏକ ପୋଷା କୁକୁର ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ କହିବାନୁଯାୟୀ ଗତ ଶନିବାର ରାତିରେ ଏସଏସସିଟିସି(ଗୁଲମାର୍ଗ)ର ଅଧିକାରୀ ମେଜର ଅଙ୍କିତଙ୍କ ଘରେ ନିଆଁ ଲାଗିଯାଇଥିଲା । ମେଜର ନିଜର ପତ୍ନୀ ଏବଂ ନିଜର ଏକ ପୋଷା କୁକରକୁ ବଞ୍ଚାଇ ଦେଇଥିଲେ। କିନ୍ତୁ ଅନ୍ୟସବୁ କୁକୁରକୁ ବଞ୍ଚାଇବ ପାଇଁ ଚେଷ୍ଟା କରିବା ବେଳେ ନିଜ ଜୀବନକୁ ବଳି ଦେବାକୁ ପଡିଥିଲା।

ପୋଲିିସ କହିବାନୁଯାୟୀ ମେଜର ଅଙ୍କିତଙ୍କ ଶରୀରର ୯୦ ପ୍ରିତିଶତ ଜଳି ଯାଇଥିଲା। ସସୂଚନା ମୁତାବକ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶେଷରେ ସ୍ଥାନୀୟ ପୋଲିସଙ୍କ ସହାୟତାରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago