ବଙ୍ଗାଳୀ ନାଟ୍ୟକାର ସୁଦିପ୍ତୋ ଚାଟାର୍ଜୀଙ୍କୁ ଦୁଷ୍କର୍ମ ଏବଂ ଅସଦାଚରଣ ଅଭିଯୋଗରେ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେବା ପରେ କଲିକତା ପୋଲିସ ତାଙ୍କୁ ଗିରଫ କରିଛି।
ସୁଦିପ୍ତୋଙ୍କ ବିରୋଧରେ ଫୁଲବାଗନ ପୋଲିସ ଷ୍ଟେସନରେ ଶୁକ୍ରବାର ସକାଳେ ଏକ ଅଭିଯୋଗ ହୋଇଥିଲା। ଯେଉଁଥିରେ ଜଣେ ୨୦ ବର୍ଷୀୟ ଯୁବତୀ ଦୁଷ୍କର୍ମ କରାଯାଇଥିବାର ଉଲ୍ଲେଖ ରହିଥିଲା। ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା କି, ସୁଦିପ୍ତୋ ସେହି ଯୁବତୀଙ୍କୁ ଘରକୁ ଡାକି ପଢାଇବା ବାହାନାରେ ତାଙ୍କ ଶରୀର ବିଭିନ୍ନ ସମ୍ବେଦଶନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଭିନ୍ନ ଭିନ୍ନ ଅଶାଳୀନ ଇଙ୍ଗତ କରନ୍ତି।
କେବଳ ଏତିକି ନୁହେଁ ସୁଦିପ୍ତୋଙ୍କ ବିରୋଧରେ ବେଲେଘାଟ ପୋଲିସ ଷ୍ଟେସନରେ ଆଉ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ମଧ୍ୟ ଏକ ରିପୋର୍ଟ ଦାଖଲ ହୋଇଛି। ପ୍ରଥମ ଯୁବତୀ ଜଣକ ଫେସବୁକ୍ ପୋଷ୍ଟ କରିବା ପରେ ଏହି ଯୁବତୀ ଜଣକ ସାହସ କରି ରିପୋର୍ଟ ଦାଖଲ କରିଥିଲେ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…