ନୂଆଦିଲ୍ଲୀ : ବ୍ରିଟେନର ରାଜା ଚାର୍ଲ୍ସଙ୍କୁ କ୍ୟାନସର । ଡାକ୍ତରୀ ପରୀକ୍ଷା ସମୟରେ ରାଜା ଚାର୍ଲ୍ସ ତୃତୀୟଙ୍କ କ୍ୟାନସର ଚିହ୍ନଟ ହୋଇଛି । କିଙ୍ଗ ଚାର୍ଲ୍ସ ଏକ ପ୍ରକାର କର୍କଟ ରୋଗରେ ପୀଡିତ ଥିବା ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରୋଷ୍ଟେଟ କର୍କଟ ନୁହେଁ ବରଂ ନିକଟରେ ହୋଇଥିବା ପ୍ରୋଷ୍ଟେଟର ଚିକିତ୍ସା ସମୟରେ ଚିହ୍ନଟ ହୋଇଥିଲା । ତେବେ କର୍କଟ ରୋଗର ପ୍ରକାର ଏପର୍ଯ୍ୟନ୍ତ ଜଣାପଡିନାହିଁ । ପ୍ରୋଷ୍ଟେଟ ଚିକିତ୍ସା ପାଇଁ ୭୫ ବର୍ଷିୟ କିଙ୍ଗ ଚାର୍ଲ୍ସ ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସୋମବାର ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ କୁହାଯାଇଛି ରାଜ ଚାର୍ଲ୍ସ ତାଙ୍କ ସମସ୍ତ ସର୍ବସାଧାରଣ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।
ପୁରୀ (କେନ୍ୟୁଜ); ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା…
ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ । କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ…
ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା…
(କେନ୍ୟୁଜ): ଟି୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧…
ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…
ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…