ମାତ୍ର ୧୦୦ ଟଙ୍କାରେ କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର, ଜାଣନ୍ତୁ ସମ୍ପୂର୍ଣ୍ଣ ପକ୍ରିୟା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶ ବିଦେଶରୁ ଅନେକ ମୂଲ୍ୟବାନ ଉପହାର ମିଳିଥାଏ । କଣ ଆପଣ ଏହି ଉପହାର କିଣିବାକୁ ଚାହୁଁଛନ୍ତି ? ମାତ୍ର ୧୦୦ ଟଙ୍କା ଦେଇ ଆପଣ ଏହି ଉପହାର ସବୁ ନିଜର କରିପାରିବେ । ୨୯ ଜାନୁଆରୀ ରୁ ୩୧ ଜାନୁଆରୀ ଯାଏଁ ଇ – ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଏକ ଖାସ୍ ୱେବସାଇଟ୍ ଆରମ୍ଭ କରିଛି ରାଷ୍ଟ୍ରୀୟ ଆଧୂନିକ କଳା ସଂଗ୍ରହାଳୟ । ନିଲାମୀ ସମ୍ବନ୍ଧିତ ସମସ୍ତ ସୂଚନା ଆପଣ http://pmmementos.gov.in”pmmementos.gov.in.  ରେ ପାଇପାରିବେ ।

ତେବେ ଯେଉଁସବୁ ସ୍ମୃତି ଚିହ୍ନକୁ ନିଲାମୀ ପାଇଁ ରଖାଯାଇଛି ତାର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର‌୍ୟ୍ୟନ୍ତ ରହିଛି । ଜିନିଷୟ ମୂଲ୍ୟ ଆଧାରରେ ଆପଣ ଏସବୁକୁ ୱେବସାଇଟରେ ଖୋଜିପାରିବେ । ନିଲାମୀ ପରେ ଆପଣ ଦେଇଥିବା ଧନରାଶୀକୁ ନମାମୀ ଗଙ୍ଗେ ପରିଯୋଜନାରେ ବ୍ୟବହାର କରାଯିବ ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 min ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

7 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago