ଏଣିକି ଛୋଟ ସହରରେ ଚାଲିବ ଟ୍ରେନ, କେନ୍ଦ୍ର ଦେଲା Metrolite ର ପ୍ରସ୍ତାବ

ଏବେ ଗମନା ଗମନରେ ହେବ ସୁବିଧା କାରଣ କେନ୍ଦ୍ର ଆଣିବ ନୂଆ ମେଟ୍ରୋ ଲାଇଟ ପ୍ରେଜେକ୍ଟ। ଯେଉଁଥିରେ ଆପଣମାନେ ଏକ ଛୋଟ ସହରରୁ ଅନ୍ୟ ଏକ ସହରକୁ ସହଜରେ ଯିବା ଆସିବା କରିପାରିବେ। ଏହି ଟ୍ରେନରେ ତିନୋଟି କୋଚ ରହିବ ଏବଂ ଘଣ୍ଟା ପ୍ରତି ବେଗ ୨୫ କି.ମି ରହିବ। ମନ୍ତ୍ରାଳୟ କହିବା ଅନୁଯାୟୀ ମେଟ୍ରୋଲାଇଟ, ଯାହା ମେଟ୍ରୋ ପ୍ରଣାଳୀ ତୁଳନାରେ କମ ଖର୍ଚ୍ଚରେ ବିକଶିତ କରାଯାଇପାରିବ। ତିନୋଟି କୋଚ ଥିବା ଏହି ଟ୍ରେନରେ ୩୦୦ ଯାତ୍ରୀ ଯାତ୍ରା କରିପାରିବେ। ରିପୋର୍ଟ ଅନୁଯାୟୀ ଏହି ପ୍ରଣାଳୀ ଲାଗୁ କରିବା ପାଇଁ ସରକାର ସହାୟତା ପ୍ରଦାନ କରିଛନ୍ତି। ମେଟ୍ରୋଲାଇଟ ପ୍ରଣାଳୀରେ ରାସ୍ତାରେ ଯିବା ଆସିବା ପାଇଁ ଅନ୍ୟ ଏକ ରାସ୍ତା ତିଆରି ହେବ।

ସୂଚନା ଅନୁଯାୟୀ ବର୍ତ୍ତମାନ ବିକଶିତ ହୋଇଥିବା ମେଟ୍ରୋ ରେଳ ପ୍ରଣାଳୀ ଉଚ୍ଚ କ୍ଷମତା ବିଶିଷ୍ଟ, ଯାହା ବଡ ବଡ ସହରରେ ଅଧିକ ଯାତ୍ରୀମାନଙ୍କ ପାଇଁ ବ୍ୟବହାର କରାଯାଇଥାଏ। ଏହି ମେଟ୍ରୋ ପ୍ରଣାଳୀର ସଫଳତା ଦେଖିବା ପରେ ବର୍ତ୍ତମାନ ଅନେକ ଛୋଟ ସହରରେ ମଧ୍ୟ ଏହି ପ୍ରଣାଳୀ ଲାଗୁ କରାଯିବ। ଭାରତୀୟ ଜନତା ପାର୍ଟି ପକ୍ଷରୁ ମେଟ୍ରୋ ନେଟୱର୍କର ଏହି ପ୍ରସ୍ତାବକୁ ୫୦ଟି ସହରରେ ବିସ୍ତାରିତ କରିବା ପାଇଁ ଶପଥ କରିଛନ୍ତି। ଏହି ମେଟ୍ରୋଲାଇଟ ପ୍ରଣାଳୀରେ ପ୍ଲାଟଫର୍ମ ସେଲ୍ଟ ରହିବ। ନିଦେର୍ଶ ପକ୍ଷରୁ ଟିକେଟ ନକରି ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ ଭାରି ଜରିମନା ପଡ଼ିପାରେ।

ଏହା ସହ ପଢନ୍ତୁ: ବିବାହ ପାଇଁ ଅନଲାଇନରେ ବୁକ୍ କରିପାରିବେ ଟ୍ରେନ୍ କିମ୍ବା ବଗି, ଜାଣନ୍ତୁ ପୂରା ନିୟମ

ଏହା ବ୍ୟତୀତ ଏଟ-ଗ୍ରେଡ ପ୍ରଣାଳୀ ସମ୍ଭବ ହେବା ପରେ ହିଁ ଏହି ମେଟ୍ରୋଲାଇଟ ସିଷ୍ଟମର ଯୋଜନା କାର୍ଯ୍ୟକ୍ଷମ ହେବ। ଏବଂ ମେଟ୍ରୋଲାଇଟ ଟ୍ରେନର ବେଗ 60 KMPH ରହିବ। କୌଣସି ପରିସ୍ଥିତିରେ ଟ୍ରେନର ବେଗ 25 Kmph ରେ ହିଁ ସୀମିତ ରହିବ। ମନ୍ତ୍ରାଳୟ ପକ୍ଷରୁ ସମ୍ବନ୍ଧିତ ନଗର ନିଗମ ଦୁଇଟି ସମାନ୍ତର ସଡକ ମଧ୍ୟରେ ମେଟ୍ରୋଲାଇଟ ଟ୍ରେନ ସଞ୍ଚାଳନ ପାଇଁ ସମସ୍ତ ସମ୍ଭାଭିତ ରସ୍ତାକୁ ପରିଚିତ କରାଯିବ।

KNews Bureau

Recent Posts

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

9 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

14 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

2 hours ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago