ଦେଶ ବିଦେଶ

ପୁଣି ବଢୁଛି ଚାଇନା ଭୂତାଣୁ , ନୂଆ କରୋନା କେସକୁ ନେଇ ଚିନ୍ତାରେ ଚୀନ

ନୂଆଦିଲ୍ଲୀ : ଚୀନ୍‌ରେ ବଢ଼ୁଥିବା ନୂଆ କରୋନା କେସକୁ ନେଇ ପୁଣି ଘାରିଲାଣି ଚିନ୍ତା । ଦିନକୁ ଦିନ ଦୈନିକ ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟାରେ ୩ହଜାର ୩ଶହଟି ନୂଆ କେସ ଆସିଛି । ସଂକ୍ରମଣ ରୋକିବା ଦିଗରେ ତମାମ ପ୍ରୟାସ ହେଉଥିଲେ ମଧ୍ୟ ଗତ କିଛି ଦିନ ହେଲା ଚୀନରେ କେସ୍‌ ରେକର୍ଡ ଭାଙ୍ଗୁଛି । ସେହିପରି ଗତ ୧୧ ତାରିଖରେ ୧୫ଶହ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚୀନ୍‌ର ଚାଙ୍ଗ୍‌ଚୁନ୍‌ ସହରରେ ନୂଆ ଭାଇରସ୍‌ ବ୍ୟାପିବା ଆଶଙ୍କାରେ ଲକ୍‌ଡାଉନ୍‌ କରାଯାଇଛି । ଟେଷ୍ଟିଂକୁ ଜୋରଦାର କରାଯାଉଛି ।

ତିନିଟି ପର୍ଯ୍ୟାୟରେ ଟେଷ୍ଟ ହେଉଛି । ଅତ୍ୟାବଶ୍ୟକ କାରବାରକୁ ବାଦଦେଲେ ପରିବହନକୁ ମଧ୍ୟ ସାମୟିକ ସ୍ଥଗିତ ରଖାଯାଇଛି । କରୋନାର ଉତ୍ପତ୍ତି ସ୍ଥଳ ଚୀନରୁ ନୂଆ କରୋନା ଭାଇରସ କେସ୍‌ ଚିହ୍ନଟ ପରେ ସାରା ବିଶ୍ୱରେ ଛନକା ପଶିଛି ।

Barsha

Recent Posts

ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନୀତା, ସ୍ପେସ୍ ମିଶନରେ ମହାକାଶଯାନ ଉଡ଼ାଇ ରଚିଲେ ଇତିହାସ

ମହାକାଶକୁ ଅନେକ ମହାକାଶଚାରୀ ଯାତ୍ରା କରୁଛନ୍ତି । କିନ୍ତୁ ବର୍ତ୍ତମାନ ଯାତ୍ରା କରିଥିବା ଜଣେ ମହିଳା ମହାକାଶଚାରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

17 mins ago

NEET ୨୦୨୪ର ଓଡ଼ିଶା ଟପ୍ପର ସତ୍ୟଜିତ ପରିଡ଼ା, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ରୋଡ଼ (କେନ୍ୟୁଜ): ନିକଟରେ ପ୍ରକାଶ ପାଇଛି NEET ୨୦୨୪ ର ଫଳାଫଳ । ଏଥିରେ ବାଜିମାତ କରିଛନ୍ତି ଯାଜପୁର…

19 mins ago

ନୋଏଡା ପରେ ଗାଜିଆବାଦରେ ଏସି ବିସ୍ଫୋରଣ, ହୁତୁହୁତୁ ହୋଇ ଜଳିଲା ବିଲିଡିଂ

ଉତ୍ତର ପ୍ରଦେଶ ନୋଏଡା ପରେ ଗାଜିଆବାଦର ପୋଶ ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ଘରେ ବିସ୍ଫୋରଣ ହେବା ପରେ ପ୍ରଥମ…

39 mins ago

ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ନବ ନିର୍ବାଚିତ ବିଜେପି ସାଂସଦମାନଙ୍କୁ ଦିଲ୍ଲୀ ଡାକରା ।  ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି…

59 mins ago

ବୈଷ୍ଣୋ ଦେବୀଙ୍କ ପୀଠରେ ଅନନ୍ୟ ପଦକ୍ଷେପ, ଭକ୍ତମାନଙ୍କୁ ପ୍ରସାଦ ଭାବେ ଦିଆଯିବ ଗଛ ଚାରା

ଜାମ୍ମୁ କାଶ୍ମୀରର ମୁଖ୍ୟ ତୀର୍ଥସ୍ଥଳୀ ମାତା ବୈଷ୍ଣୋ ଦେବୀ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ବର୍ତ୍ତମାନ ପ୍ରସାଦ ଭାବରେ ଚାରା…

1 hour ago

ଓଡ଼ିଶାମୁହାଁ ମୌସୁମୀ, ଆଇଏମଡିର ଆକଳନ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାମୁହାଁ ମୌସୁମୀ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ- ପଶ୍ଚିମ…

1 hour ago