ଦେଶ ବିଦେଶ

UGC NET ସ୍ଥଗିତ ଥିବା ପର୍ଯ୍ୟାୟ ୧ ଏବଂ ପର୍ଯ୍ୟାୟ ୩ ପରୀକ୍ଷା ପାଇଁ ତାରିଖ ଘୋଷିତ, ଜାଣନ୍ତୁ କେବେ

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ (NTA) ଦ୍ୱାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଅଧିନରେ ହେବାକୁ ଥିବା NET ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ପର୍ଯ୍ୟାୟ ୧ ପରୀକ୍ଷା ୪ ଓ ୫ ଜାନୁଆରୀ ୨୦୨୨ରେ ଆୟୋଜିତ ହେବ। ଏଥିପାଇଁ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌ ugcnet.nta.nic.in କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ।

ପୂର୍ବରୁ ବାତ୍ୟା ଜଓ୍ଵାଦ ପାଇଁ କିଛି ସ୍ଥାନରେ UGC NET ପର୍ଯ୍ୟାୟ ୧ ପରୀକ୍ଷାକୁ ରିସିଡ୍ୟୁଲ କରାଯାଇଥିଲା। ପର୍ଯ୍ୟାୟ ୧ର ନୂଆ ପରୀକ୍ଷା ତାରିଖ ବ୍ରହ୍ମପୁର, ଗଞ୍ଜାମ, ଭୁବନେଶ୍ୱର, କଟକ, ଗୁଣୁପୁର, ପୁରୀ ଏବଂ ବିଶାଖାପଟନମ୍‌ ସ୍ଥାନ ପାଇଁ ରହିଛି। ସେହି ପର୍ଯ୍ୟାୟ ୩ ରେ ନିର୍ଦ୍ଧାରିତ ବିଷୟରେ ପରୀକ୍ଷା ପାଇଁ ଆୟୋଜିତ କରାଯିବ।

ପର୍ଯ୍ୟାୟ ୩ ପରୀକ୍ଷା ତାରିଖ ଏବଂ ବିଷୟ:

୪ ଜାନୁଆରୀ ୨୦୨୨: ସୋସିଓଲୋଜି

୫ ଜାନୁଆରୀ ୨୦୨୨: ଜିଓଗ୍ରାଫି (ଗ୍ରୁପ୧)

୫ ଜାନୁଆରୀ ୨୦୨୨: ଜିଓଗ୍ରାଫି ( ଗ୍ରୁପ୍‌ ୨)

NTA ର ଅଫିସିଆଲ ସାଇଟ୍‌ରେ ନୋଟିଫିକେସନ ବିଷୟରେ ଉଲ୍ଲେଖ କରାଯାଇଥିଲା। ଏହି ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଖୁବଶୀଘ୍ର ଅଧିକାରକ ୱେବସାଇଟ୍‌ରେ ମିଳିବ।

https://nta.ac.in/Download/Notice/Notice_20211222120251.pdf

Swagatika

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

7 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

21 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

40 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

56 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago