ଦେଶ ବିଦେଶ

ଆଜିଠୁ ସଂସଦ ଭବନରେ ଦେଖାଯିବ ‘ଗଦର ୨’, ସଦସ୍ୟମାନଙ୍କ ପାଇଁ ରଖାଯାଇଛି ୩ ଦିନର ସ୍ପେଶାଲ୍‌ ସ୍କ୍ରିନିଂ

ସନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛନ୍ତି। ଏହି ଫିଲ୍ମ ‘ପଠାନ୍‌’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍‌ ସିନେମା ହୋଇଛି। ‘ଗଦର ୨’ ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍‌ କଥା’ର ସ୍ୱୀକେଲ୍‌। ପ୍ରଥମ ଭାଗ ଭଳି ଦର୍ଶକମାନେ ଦ୍ୱିତୀୟ ଭାଗକୁ ମଧ୍ୟ ବେଶ୍‌ ଭଲପାଇବା ଦେଇଛନ୍ତି।

ଏହାରି ଭିତରେ ଖବର ଆସିଛି ଯେ ଅନିଲ ଶର୍ମା ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୫ରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ଦେଖାଯିବ। ରିଲିଜ୍‌ର ଦୁଇ ସପ୍ତାହ ଭିତରେ ହିଁ ‘ଗଦର ୨’ ୪୦୦ କୋଟିରୁ ଅଧିକ ଟଙ୍କାର ଆୟ କରିସାରିଲାଣି। ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଛି।

ଏ ନେଇ ଫିଲ୍ମ ନିର୍ମାତା କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। କହି ରଖୁଛୁ କି, ତିନି ଦିନ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରେ ‘ଗଦର ୨’ର ସ୍କ୍ରିନିଂ ହେବ। ତେବେ ଏହି ସମୟରେ ଫିଲ୍ମର କାଷ୍ଟ୍‍ମାନଙ୍କ ମଧ୍ୟରୁ କେହି ବି ଭବନରେ ଉପସ୍ଥିତ ରହିବେ ନାହିଁ।

ଏକ ରିପୋର୍ଟ ମୁତାବକ, ସଂସଦ ଭବନରେ ଫିଲ୍ମର ସ୍କ୍ରିନିଂକୁ ନେଇ ନିର୍ମାତା ଅନିଲ ଶର୍ମା କହିଛନ୍ତି, ‘ଆମକୁ ଫିଲ୍ମର ସ୍କ୍ରିନିଂ ପାଇଁ ସଂସଦ ତରଫରୁ ଏକ ମେଲ୍‌ ମିଳିଛି। ମୁଁ ପ୍ରକୃତରେ ସମ୍ମାନିତ ଓ ଭାଗ୍ୟବାନ୍‌ ମନେ କରୁଛି’।

Roshni

Recent Posts

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

7 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି…

17 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

21 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

25 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

32 mins ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

32 mins ago