ଦେଶ ବିଦେଶ

ଅହମଦାବାଦ ଏୟାରପୋର୍ଟରୁ ଧରାପଡିଲେ ୪ ଆଇଏସ୍‌ ଆତଙ୍କବାଦୀ, ଶ୍ରୀଲଙ୍କା ସହିତ ରହିଛି ଲିଙ୍କ

ଗୁଜରାଟର ଅହମଦାବାଦ ଏୟାରପୋର୍ଟରେ ଆଇଏସ୍‌ର ୪ ଜଣ ଆତଙ୍କବାଦୀ ଗିରଫ । ଗୁଜରାଟ ଏଟିଏସ ଅହମଦାବାଦ ଏୟାରପୋର୍ଟରୁ ୪ ଜଣଙ୍କୁ ଗିରଫ କରିଛି । ତେବେ ଏପର୍ଯ୍ୟନ୍ତ ଆତଙ୍କୀଙ୍କ ପରିଚୟ ମିଳିନାହିଁ । ଏମାନଙ୍କ ଶ୍ରୀଲଙ୍କା ସହିତ ଲିଙ୍କ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଖବର ମୁତାବକ, ଏହି ଚାରି ଜଣ ଆତଙ୍କବାଦୀ ଅହମଦାବାଦ ଆସିଥିବା ଖବର ମିଳିଥିଲା । କେନ୍ଦ୍ରୀୟ ଏଜେନ୍ସୀ ଗୁଜରାଟ ଏଟିଏସ ସହିତ ଖବର ସେୟାର କରି ଆଇଏସ ଆତଙ୍କୀଙ୍କୁ ଏୟାରପୋର୍ଟରୁ ଧରିଥିଲା । ତେବେ ଏମାନେ ସମସ୍ତେ ଶ୍ରୀଲଙ୍କାର ବୋଲି ଜଣାପଡିଛି ।

ତେବେ ଗୁଜରାଟ ଏଟିଏସ ୪ ଆତଙ୍କୀଙ୍କୁ ଅଜ୍ଞାତ ସ୍ଥାନରେ ରଖାଯାଇଛି । ସେମାନଙ୍କୁ ପଚରାଉଚରା କରାଯାଉଛି । ତେବେ ଆତଙ୍କବାଦୀ କେଉଁ ଉଦ୍ଦେଶ୍ୟରେ ଅହମଦାବାଦ ଏୟାରପୋର୍ଟକୁ ଆସିଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆତଙ୍କବାଦୀ କଲମ୍ବୋରୁ ତାମିଲନାଡୁ ଏବଂ ତାମିଲନାଡୁରୁ ଅହମଦାବାଦ ଆସିଥିଲେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

32 mins ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

2 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

2 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

3 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

3 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

3 hours ago