terrorists

ଅହମଦାବାଦ ଏୟାରପୋର୍ଟରୁ ଧରାପଡିଲେ ୪ ଆଇଏସ୍‌ ଆତଙ୍କବାଦୀ, ଶ୍ରୀଲଙ୍କା ସହିତ ରହିଛି ଲିଙ୍କ

ଗୁଜରାଟର ଅହମଦାବାଦ ଏୟାରପୋର୍ଟରେ ଆଇଏସ୍‌ର ୪ ଜଣ ଆତଙ୍କବାଦୀ ଗିରଫ । ଗୁଜରାଟ ଏଟିଏସ ଅହମଦାବାଦ ଏୟାରପୋର୍ଟରୁ ୪ ଜଣଙ୍କୁ ଗିରଫ କରିଛି । ତେବେ ଏପର୍ଯ୍ୟନ୍ତ…

4 weeks ago

ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ

ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହୋଇଛି ଲସ୍କର ଆତଙ୍କବାଦୀ। ଗିରଫ ଆତଙ୍କବାଦୀର ନାମ ରିଆଜ ଅହମ୍ମଦ। ଜମ୍ମୁକଶ୍ମୀରର କୁପୱାଡା ଜିଲ୍ଲାର ବାସିନ୍ଦା ରିଆଜ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ।…

4 months ago

ପୁଞ୍ଚ ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ : ପୁଣି ଜମ୍ମୁକଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ସେନା ଗାଡି ଉପରେ କିଛି…

5 months ago

ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲସ୍କର ଆତଙ୍କବାଦୀ ନିପାତ, ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ସେନାକୁ ବଡ଼ ସଫଳତା

ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାର ମାଛିଲ୍‌ ସେକ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରେବଶ ପାଇଁ ଆତଙ୍କବାଦୀଙ୍କ ଏକ ବଡ଼ ଉଦ୍ୟମକୁ ବିଫଳ କରିଛି ସେନା। LoC…

8 months ago

କାଶ୍ମୀରରେ ଜି-୨୦ ସମ୍ମିଳନୀକୁ ବିଫଳ କରିବା ଥିଲା ଆତଙ୍କବାଦୀଙ୍କ ଟାର୍ଗେଟ୍‌

କାଶ୍ମୀରରେ ଜି-୨୦ ସମ୍ମିଳନୀକୁ ବିଫଳ କରିବା ଥିଲା ଆତଙ୍କବାଦୀଙ୍କ ଟାର୍ଗେଟ୍‌ । ଠିକ୍‌ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ପ୍ଲାନ୍‌ କରାଯାଇଥିଲା । ତେବେ ପ୍ଲାନ୍‌କୁ ଫେଲ୍‌…

1 year ago

କଶ୍ମୀରରୁ ଆତଙ୍କୀଙ୍କୁ ନିପାତ ପାଇଁ ଜୋରଦାର ଅପରେସନ୍‌ ଜାରି

ନୂଆଦିଲ୍ଲୀ : କଶ୍ମୀରରୁ ଆତଙ୍କୀଙ୍କୁ ନିପାତ ପାଇଁ ଜୋରଦାର ଅପରେସନ୍‌ । ଗତକାଲି ଆତଙ୍କବାଦୀ-ସୁରକ୍ଷାବଳ ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହେବା ପରେ ଚାଲିଛି ଅପରେସନ ।…

1 year ago

ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସକୁ ଫୋନ କରି କହିଲେ, ସହରରେ ପଶିଛନ୍ତି ୩ ଆତଙ୍କବାଦୀ

ମୁମ୍ବାଇ : ମୁମ୍ବାଇ ସହରରେ ୩ ଆତଙ୍କବାଦୀ ପଶିଛନ୍ତି ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ପୋଲିସକୁ ଫୋନ କରି କହିଛନ୍ତି । ଏହି ଆତଙ୍କବାଦୀମାନେ ଦୁବାଇ ବାଟ…

1 year ago

ଜମ୍ମୁ-କାଶ୍ମୀର ବଡ଼ଗାମ୍‌ରେ ଏନକାଉଣ୍ଟର, ୩ ଲସ୍କର ଆତଙ୍କୀ ସଫା; ବହୁ କଶ୍ମୀର ପଣ୍ଡିତଙ୍କୁ କରିଥିଲେ ହତ୍ୟା

ଜମ୍ମୁ-କଶ୍ମୀର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ବୁଧବାର ଏନ୍‌କାଉଣ୍ଟରରେ ୩ ଲସ୍କର ଆତଙ୍କୀ ନିପାତ ହୋଇଛନ୍ତି। ୩ ଲସ୍କର ଆତଙ୍କବାଦୀ ବଡ଼ଗାମ ଜିଲ୍ଲାରେ ଲୁଚି ରହିଥିବା…

2 years ago

ଜମ୍ମୁ-କାଶ୍ମୀର ଶ୍ରୀନଗରର ଏକ ସରକାରୀ ସ୍କୁଲରେ ଆତଙ୍କବାଦୀ ହମ୍‌ଲା, ୨ ଶିକ୍ଷକ ମୃତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଶ୍ରୀନଗରର ସଙ୍ଗମ ଠାରେ ଏକ ସ୍କୁଲରେ ପଶି ଆତଙ୍କବାଦୀଙ୍କ ଗୁଳିମାଡ଼। ଆତଙ୍କବାଦୀଙ୍କ ଗୁଳିରେ ସ୍କୁଲ ଅଧ୍ୟକ୍ଷ ଓ ଜଣେ…

3 years ago

ଆଫଗାନିସ୍ତାନରେ ଲୁଚିଛନ୍ତି ୨୦୦ ମହିଳା ଜଜ୍‌, ତାଲିବାନୀ ଓ ଅଲକାଏଦା ଆତଙ୍କୀଙ୍କୁ ଦିନେ ପଠାଇଥିଲେ ଜେଲ

କାବୁଲ : ଆଫଗାନିସ୍ତାନରେ ଲୁଚିଛନ୍ତି ୨୦୦ ମହିଳା ଜଜ୍‌ । ଆତଙ୍କୀକୁ ତାଲିବାନ ଛାଡ଼ିବା ପରେ ସେମାନଙ୍କ ଜୀବନ ପ୍ରତି ବିପଦ । ଏହି ମହିଳା ଜଜ୍‌…

3 years ago

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଆଉ ୩ ଆତଙ୍କବାଦୀ ସଫା। ଅବନ୍ତିପୁରା ନାଗବୈରନ ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଆତଙ୍କବାଦୀ ଲୁଚି ରହିଥିବା ଠୋସ୍‌ ସୂଚନା…

3 years ago

ପୁଣି ମାତିଲେ ଆତଙ୍କୀ: ଆଖି ବୁଜା ଗୁଳି ମାଡରେ ଜଣେ ପୋଲିସ ଶହୀଦ, ୨ ଆହତ

ଶ୍ରୀନଗର: ମାତିଛନ୍ତି ଆତଙ୍କୀ । ସୀମାରେ ଘଟାଇ ଚାଲିଛନ୍ତି ବର୍ବରକାଣ୍ଡ । ଜମ୍ମୁକାଶ୍ମୀର କୁଲଗାମ ଜିଲ୍ଲାର ପୋଶୱାନ ଅଞ୍ଚଳରେ ପୋଲିସ ଅଧିକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ…

3 years ago