ଦେଶ ବିଦେଶ

କାଶ୍ମୀରରେ ଜି-୨୦ ସମ୍ମିଳନୀକୁ ବିଫଳ କରିବା ଥିଲା ଆତଙ୍କବାଦୀଙ୍କ ଟାର୍ଗେଟ୍‌

କାଶ୍ମୀରରେ ଜି-୨୦ ସମ୍ମିଳନୀକୁ ବିଫଳ କରିବା ଥିଲା ଆତଙ୍କବାଦୀଙ୍କ ଟାର୍ଗେଟ୍‌ । ଠିକ୍‌ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ପ୍ଲାନ୍‌ କରାଯାଇଥିଲା । ତେବେ ପ୍ଲାନ୍‌କୁ ଫେଲ୍‌ କରି ଦେଲା ଗୋଇନ୍ଦା ବିଭାଗ । ଗୋଇନ୍ଦା ସୂଚନା ଅନୁସାରେ ଜାମ୍ମୁକାଶ୍ମୀର ପୋଲିସ୍‌ ଜୈସ-ଏ-ମହମ୍ମଦର ଜଣେ କର୍ମୀକୁ ଗିରଫ କରି ନେଇଛି । ତା ଠାରୁ ଏସବୁ ଷଡ଼ଯନ୍ତ୍ରର ସୁରାକ୍‌ ମିଳିଛି ।

ତାକୁ ଜେରା ବେଳେ ଆତଙ୍କୀମାନେ ଦୁଇରୁ ତିନିଟି ସ୍ଥାନରେ ଗୋଟିଏ ସମୟରେ ଆକ୍ରମଣ କରିବାକୁ ଚକ୍ରାନ୍ତ କରିଥିଲେ । ଠିକ୍‌ ମୁମ୍ବାଇ ଆକ୍ରମଣ ଭଳି ବିଦେଶୀ ଅତିଥି ଏବଂ ହୋଟେଲ୍‌ ଭିତରେ ପଶି ଆଖିବୁଜା ଗୁଳି ଚଳାଇବା ଥିଲା ସେମାନଙ୍କ ଲକ୍ଷ୍ୟ । ଏକଥା କହିଛି ଗିରଫ ହୋଇଥିବା ଆତଙ୍କବାଦୀ ସହଯୋଗୀ ଅହମଦ ବାନୀ ।

ତାଠାରୁ ଗୋଟିଏ ଗ୍ରେନେଡ୍‌ ଏବଂ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମିଳିଛି । ବାନୀ ଶ୍ରୀନଗର ନିକଟ ଏକ ହୋଟେଲରେ ଗାଡ଼ି ଡ୍ରାଇଭର ଭାବେ କାମ କରେ । ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନର ମୁଖ୍ୟଙ୍କ ସହ ଫୋନ୍‌ ଏବଂ ଇଣ୍ଟନେଟ୍‌ରେ ଯୋଗାଯୋଗ କରି ନିର୍ଦ୍ଦେଶ ପାଳନ କରେ ବୋଲି ସେ ପୋଲିସ୍‌କୁ କହିଛି ।  ଏପଟେ ବାରମୂଲାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ରାଜୌରିରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଜୁଳି ବିନିମିୟ ଜାରି ରହିଛି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago