ସେହେରା ଥିଲା, ସେରୱାନୀ ଥିଲା, ବରଯାତ୍ରୀ ଥିଲା, ବର ଥିଲା ହେଲେ ନଥିଲା କନିଆ . . . ଏମିତି ଏକ ବିବାହର କାହାଣୀ ଯାହା ଜିତି ନେବ ଆପଣଙ୍କ ହୃଦୟ

ଠିକ୍ ଅନ୍ୟ ବିବାହ ପରି ଥିଲା ଏହି ବିବାହ । ମୁଣ୍ଡରେ ଗୋଲାପୀ ରଙ୍ଗର ସେହେରା ଆଉ ଶରୀରରେ ଥିଲା ସୁନେଲୀ ରଙ୍ଗର ସେରୱାନୀ । ଘୋଡାରେ ବସିଥିଲା ବର । ବନ୍ଧୁ ପରିଜନ ବର ସହ କରୁଥିଲେ ଡ୍ୟାନ୍ସ । ପରମ୍ପରା ଅନୁଯାୟୀ ବିବାହର ଗୋଟିଏ ଦିନ ପୂର୍ବରୁ ସଙ୍ଗୀତ ସମାରୋହ ମଧ୍ୟ ହୋଇଥିଲା । ଏହି ବିବାହରେ ସବୁ ଥିଲା ହେଲେ ନଥିଲା କନିଆ ।

୧୦ ମେ’ରେ ଗୁଜୁରାଟର ହିମତନଗରରେ ବିନା କନିଆରେ ଏକ ନିଆରା ବିବାହର ଆୟୋଜନ ହୋଇଥିଲା । ଯେଉଁଥିରେ ୨୭ ବର୍ଷୀୟ ଅଜୟ ବରୋତଙ୍କ ବିବାହ ହୋଇଥିଲା । ଏବେ ଆପଣ ଭାବୁଥିବେ ବିନା ଝିଅରେ କାହିଁକି ଏ ବିବାହ ।

ପ୍ରକୃତରେ ମାନସିକ ରୂପରେ ଅକ୍ଷମ ଥିବା ନିଜ ପୁଅର ଇଛା ପୁରା କରିବାକୁ ଯାଇ ବିନା କନିଆରେ ଏକ ଭବ୍ୟ ବିବାହର ଆୟୋଜନ କରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ନିଜ ବିବାହ ବିଷୟରେ ପଚାରୁଥିଲେ ଅଜୟ । ତେଣୁ ପରିବାର ଲୋକ ପୁଅର ଏହି ଇଛାକୁ ପୁରା କରିବା ପାଇଁ ୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ବିନା କନିଆରେ ବିବାହ କରିଥିଲେ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

13 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

46 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

48 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

54 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago