ନୂଆଦିଲ୍ଲୀ : ପୁଣି ଚୀନରେ କାୟା ମେଲାଉଛି କରୋନା । ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍ ଓ ଡେଲଟା । ବଢୁଛି ଦୈନିକ ସଂକ୍ରମଣ । ୩ ହଜାର ୪୫୦ କେସ ବାହାରିବା ପରେ ସାଂଘାଇରେ ଲକ୍ଡାଉନ୍ ଫେରିଛି । ୨କୋଟି ୬୦ ଲକ୍ଷ ଲୋକ ତାଲାବନ୍ଦ ଅବସ୍ଥାରେ ଅଛନ୍ତି । ଯାହାକି ଗତ ଦୁଇ ବର୍ଷରେ ସବୁଠୁ ବଡ ଲକଡାଉନ । ଅଧିକାଂଶ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ ଦେଖାଯାଉ ନାହିଁ ।
ମହାମାରୀ ବ୍ୟାପିବା ଆଶଙ୍କାରେ କଟକଣା ବି କଡ଼ାକଡ଼ି ହୋଇଛି । ସାଂଘାଇରେ ସ୍କୁଲ ବନ୍ଦ । ତିନିଟି ପର୍ଯ୍ୟାୟରେ ଲୋକଙ୍କର ଟେଷ୍ଟିଂ କରାଯାଉଛି । ଅଣଅତ୍ୟାବଶ୍ୟକ କାରବାର ବନ୍ଦ ହୋଇଛି। ଚୀନର ଉତ୍ତର-ପୂର୍ବାଞ୍ଚଳର ପାଖାପାଖି ୧୮ଟି ପ୍ରଦେଶରେ ଏବେ ଓମିକ୍ରନ୍ ଓ ଡେଲଟା କେସ୍ ନିଆଁ ଭଳି ବ୍ୟାପୁଛି । ମାର୍ଚ୍ଚରେ ଚୀନରେ ୫୬ କରୋନା କେସ୍ ଚିହ୍ନଟ ହୋଇଛି ।
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…