ଦେଶ ବିଦେଶ

ସାରା ବିଶ୍ୱରେ ବେବି ପାଉଡର ଉତ୍ପାଦନ ବନ୍ଦ କରିଦେବ Johnson & Johnson! କ୍ୟାନସର ସହ ଜଡ଼ିତ ମାମଲା ବଢ଼ିବାରୁ ନିଆଗଲା ନିଷ୍ପତ୍ତି

ଜନ୍‌ସନ ଆଣ୍ଡ ଜନ୍‌ସନ (Johnson & Johnson) ନିଜ ଟାଲକମ୍‌ ବେବି ପାଉଡର ପ୍ରଡକ୍ଟର ବିକ୍ରି ସାରା ବିଶ୍ୱରେ ବନ୍ଦ କରିଦେବ। ରିପୋର୍ଟ ମୁତାବକ, କମ୍ପାନୀ ଅନେକ ବର୍ଷ ହେବ ଆମେରିକା ଏବଂ କାନାଡାରେ ଏହି ଉତ୍ପାଦ ବିରୋଧରେ ଚାଲିଥିବା ଆଇନଗତ ଲଢ଼େଇରେ ବିରକ୍ତ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ଏ ନେଇ ଜନ୍‌ସନ ଆଣ୍ଡ ଜନ୍‌ସନ ଗୁରୁବାର କହିଛି କି, କମ୍ପାନୀର ବ୍ୟବସାୟିକ ନିଷ୍ପତ୍ତି ଅନୁସାରେ, ସେ ନିଜର ସମସ୍ତ ବେସ୍‌ ପାଉଡର ପ୍ରଡକ୍ଟରେ ଟାଲକମ୍‌ ପାଉଡର ପରିବର୍ତ୍ତେ କର୍ନ ଷ୍ଟାର୍ଚ (କର୍ନ ଫ୍ଲୋର୍‌) ପ୍ରୟୋଗ କରିବ। ଅନେକ ବର୍ଷ ଧରି କ୍ୟାନ୍‌ସର ମାମଲାଗୁଡ଼ିକରେ ଜନ୍‌ସନ ଆଣ୍ଡ ଜନ୍‌ସନ ବେବି ପାଉଡରର ନାମ ସାମ୍ନାକୁ ଆସୁଛି।

କମ୍ପାନୀ ବିରୋଧରେ ଅଭିଯୋଗ ଲାଗିଛି ଯେ Johnson & Johnson କମ୍ପାନୀ ଏହି ଉତ୍ପାଦରୁ କ୍ୟାନ୍‌ସର ବିପଦକୁ ଲୁଚାଇଛି। ତେବେ ଜନ୍‌ସନ ଆଣ୍ଡ ଜନ୍‌ସନର ପ୍ରବକ୍ତା ମେଲିସା ଓ୍ଵିଟ୍‌ ଇମେଲରେ ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି, ଆମେ କ୍ରମାଗତ ଭାବରେ ଉତ୍ପାଦଗୁଡ଼ିକୁ ଯାଞ୍ଚ କରିବା ଜାରି ରଖିଛୁ ଏବଂ ଦୀର୍ଘକାଳୀନ ବ୍ୟବସାୟ ପାଇଁ ଉନ୍ନତ ବିକଳ୍ପ ଖୋଜୁଛୁ।

କହି ରଖୁଛୁ, ଜନ୍‌ସନ ଆଣ୍ଡ ଜନ୍‌ସନ ବେବି ପାଉଡର ଉପରେ କେବଳ ଆମେରିକାରେ ହିଁ ୪୦,୩୦୦ ଆଇନଗତ ମାମଲା ପଞ୍ଜୀକୃତ ହୋଇଛି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

2 hours ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

3 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

5 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

6 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

6 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

7 hours ago