ଦେଶ ବିଦେଶ

ସୋସିଆଲ ମିଡିଆରେ ଘୂରି ବୁଲୁଛି ଏହି ଲଜ୍ଜାଜନକ ଭିଡିଓ, ଅସଲି ମୁଖା ଖୋଲିବା ପରେ ରେଷ୍ଟୁରାଣ୍ଟ ଉପରେ ରାଗି ନିଆଁବାଣ ହେଲେ ଗ୍ରାହକ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ସାବୁନ ଫେଣରେ ବୁଡ଼ି ରହିଥିବା ଦେଖିବାକୁ ମିଳୁଛି। ତେବେ ଏହା ତାଙ୍କ ଘରର କୌଣସି ବାଥ୍‌ରୁମ ନୁହେଁ, ବରଂ ରେଷ୍ଟୁରାଣ୍ଟର କିଚେନ୍‌ ସିଙ୍କ୍‌। ଏହା ଭିତରେ ପଶି କର୍ମଚାରୀ ଗାଧାଉଥିବାର ଭିଡିଓ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି।

କର୍ମଚାରୀ ଯେଉଁ ସିଙ୍କ୍‌ରେ ଗାଧୋଉଛନ୍ତି, ସେଥିରେ ଉକ୍ତ ରେଷ୍ଟୁରଣ୍ଟର ବାସନ ସବୁ ଧୁଆଯାଇଥାଏ। ମିଶିଗନ୍‌ର ପ୍ରସିଦ୍ଧ େଓ୍ଵଣ୍ଡି ରେଣ୍ଟୁରାଣ୍ଟର ଏହି ଭିଡିଓ ସାମ୍ନାକୁ ଆସିବା ପରେ ଗ୍ରାହକମାନେ ଭୀଷଣ ରାଗିଯାଇଛନ୍ତି।

video courtesy: youtube

ଭିଡିଓଟିକୁ ଫେସ୍‌ବୁକରେ ଶେୟାର କରି ଜଣେ ୟୁଜର ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ କେବଳ ଏତିକି କହିବାକୁ ଚାହୁଁଛି, ଗ୍ରୀନ୍‌ଭ୍ୟାଲିର େଓ୍ଵଣ୍ଡି ରେଷ୍ଟୁରାଣ୍ଟକୁ ଯାଆନ୍ତୁ ନାହିଁ’। ପ୍ରଥମେ ଏହାକୁ ଟିକ୍‌ ଟକ୍‌ରେ ପୋଷ୍ଟ କରାଯାଇଥିଲା। ଏହାପରେ ଫେସ୍‌ବୁକରେ ଭିଡିଓଟି ପୂରା ଭାଇରାଲ ହୋଇଗଲା। ସବୁଠାରୁ ବଡ଼ କଥା ହେଉଛି, କର୍ମଚାରୀ ଜଣକ େଓ୍ଵଣ୍ଡିର ୟୁନିଫର୍ମ ପିନ୍ଧି କିଚେନ୍‌ ସିଙ୍କ୍‌ରେ ଗାଧୋଉଛନ୍ତି।

Roshni

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

11 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

23 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

32 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

45 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

48 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

1 hour ago