‘‘ଜଣେ ପୁରୁଷ ୫୦ ଜଣ ମହିଳାଙ୍କୁ ବିବାହ କରିପାରିବେ’’ ମୌଲାନାଙ୍କ ବିବାଦୀୟ ଭିଡିଓ ଭାଇରାଲ, ଦେଖନ୍ତୁ କ’ଣ କହିଲେ ଲୋକେ

ଧର୍ମ ନାଁରେ କେତେକ ତଥାକଥିତ ଧର୍ମଗୁରୁ ଲୋକଙ୍କୁ କୁ-ଶିକ୍ଷା ଦେବାକୁ ମଧ୍ୟ ପଛାଉନଥିବା ଦେଖିବାକୁ ମିଳୁଛି। ନିଜ ପକେଟ୍‌ ଗରମ କରିବା ପାଇଁ ଏହି ଧର୍ମଗୁରୁମାନେ ଲୋକଙ୍କୁ ଭୁଲ ସନ୍ଦେଶ ଦେଉଛନ୍ତି। ଏସବୁ କଥାକୁ ଦୃଷ୍ଟିରେ ରଖି ବୋଧେ ଲୋକଙ୍କୁ ସମୟ ସହ ତାଳ ଦେଇ ଧର୍ମରେ ଥିବା ରୁଢ଼ିବାଦୀ ତତ୍ତ୍ୱକୁ କମ୍‌ କରିବା ପାଇଁ କୁହାଯାଏ। ତେବେ ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ଏବେ କେତେକ ନକଲି ବାବା, ମୌଲାନା ଏବଂ ଧର୍ମଗୁରୁଙ୍କ ପ୍ରକୃତ ଚରିତ୍ର ସାମ୍ନାକୁ ଆସିଛି।

ଏହାସହ ପଢ଼ନ୍ତୁ: ରାଜ୍ୟରେ କଳି ଦିଲ୍ଲୀରେ କୋଳାକୋଳି, ମୋଦିଙ୍କ ପରେ ଅମିତଙ୍କୁ ଭେଟିଲେ ଦିଦି

ଏବେ ସୋସିଆଲ ମିଡିଆରେ ସେହିଭଳି ଜଣେ ବାବାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଇସଲାମିକ ଧର୍ମଗୁରୁ ମୁସଲମାନ୍‌ ସମ୍ପ୍ରଦାୟର ଲୋକଙ୍କୁ ପ୍ରବଚନ ଦେଉଛନ୍ତି। ପ୍ରବଚନରେ ସେ ମୁସଲିମ୍‌ମାନଙ୍କୁ ୫୦ ଜଣ ମହିଳାଙ୍କୁ ବିବାହ କରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

ଏହି ତଥାକଥିତ ଗୁରୁଙ୍କ କହିବାନୁସାରେ, ପ୍ରଳୟ ପାଖେଇ ଆସିଲେ ଧୀରେ ଧୀରେ ପୁରୁଷଙ୍କ ସଂଖ୍ୟା କମ୍‌ ହେବା ସହ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। ଫଳରେ ଝିଅଙ୍କୁ ବିବାହ କରିବାକୁ ପୁଅ ମିଳିବେନି। ଏଭଳି ପରିସ୍ଥିତିରେ ଜଣେ ପୁଅ ୫୦ ଜଣ ଝିଅଙ୍କୁ ବିବାହ କରିବେ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ କିଛି ମୁସଲମାନ ସମ୍ପ୍ରଦାୟର ଲୋକ ଧର୍ମଗୁରୁଙ୍କୁ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି।

 

WCW 11

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

2 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

5 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

38 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

40 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago